Advertisment

ଭାରତରେ ଏନ୍‌ବିଏଫ୍‌ସି ଖୋଲିବ ସାଓମି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ଖୁବ୍ କମ୍ ସମୟ ମଧ୍ୟରେ ଭାରତୀୟ ବଜାରରେ ପତିଆରା ଜାହିର୍‌ କରିଥିବା ଚାଇନାରା ସ୍ମାର୍ଟଫୋନ୍‌ କମ୍ପାନୀ ନୂଆ କ୍ଷେତ୍ରରେ ପାଦ ଦେବ। ଭାରତରେ ଏହି କମ୍ପାନୀ ନନ୍‌ବ୍ୟାଙ୍କିଙ୍ଗ୍ ଫାଇନାନସିଆଲ୍ କମ୍ପାନୀ(ଏନ୍‌ବିଏଫ୍‌ସି) ‍‍କ୍ଷେତ୍ରରେ ପ୍ରବେଶ କରିବ। ଏହାର ନାଁ ରହିବ ସାଓମି ଫାଇନାନ୍ସିଆଲ୍ ସର୍ଭିସ୍ ଇଣ୍ଡିଆ। ଏଥିପାଇଁ ସାଓମି ଖୁବ୍ ଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମଞ୍ଜୁରୀ ପାଇଁ ଆବେଦନ କରିବ। ଫଳରେ ଏହି କମ୍ପାନୀ ଗ୍ରାହକଙ୍କୁ ଇଲେକ୍ଟ୍ରୋନିକ୍ସ, ହୋମ୍ ଆପ୍ଲାଏନ୍ସ, ଲାଇଫ୍‌ ଷ୍ଟାଇଲ୍‌ […]

ଭାରତରେ ଏନ୍‌ବିଏଫ୍‌ସି ଖୋଲିବ ସାଓମି

mi-edit

Advertisment

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ଖୁବ୍ କମ୍ ସମୟ ମଧ୍ୟରେ ଭାରତୀୟ ବଜାରରେ ପତିଆରା ଜାହିର୍‌ କରିଥିବା ଚାଇନାରା ସ୍ମାର୍ଟଫୋନ୍‌ କମ୍ପାନୀ ନୂଆ କ୍ଷେତ୍ରରେ ପାଦ ଦେବ। ଭାରତରେ ଏହି କମ୍ପାନୀ ନନ୍‌ବ୍ୟାଙ୍କିଙ୍ଗ୍ ଫାଇନାନସିଆଲ୍ କମ୍ପାନୀ(ଏନ୍‌ବିଏଫ୍‌ସି) ‍‍କ୍ଷେତ୍ରରେ ପ୍ରବେଶ କରିବ। ଏହାର ନାଁ ରହିବ ସାଓମି ଫାଇନାନ୍ସିଆଲ୍ ସର୍ଭିସ୍ ଇଣ୍ଡିଆ। ଏଥିପାଇଁ ସାଓମି ଖୁବ୍ ଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମଞ୍ଜୁରୀ ପାଇଁ ଆବେଦନ କରିବ।

Advertisment

ଫଳରେ ଏହି କମ୍ପାନୀ ଗ୍ରାହକଙ୍କୁ ଇଲେକ୍ଟ୍ରୋନିକ୍ସ, ହୋମ୍ ଆପ୍ଲାଏନ୍ସ, ଲାଇଫ୍‌ ଷ୍ଟାଇଲ୍‌ ପ୍ରଡକ୍ଟ, ଫର୍ନିଚର ଠାରୁ ଆରମ୍ଭ କରି ଯାନ କ୍ରୟ କ୍ଷେତ୍ରରେ ଋଣ ପ୍ରଦାନ କରିବ ବୋଲି ସ୍ପଷ୍ଟ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe