Advertisment

ଯୁବ ବୈଜ୍ଞାନିକଙ୍କ ନୂଆ ଷ୍ଟାର୍ଟଅପ୍

ଆମେରିକାରେ ଚାକିରି କରୁଥିଲେ ଯୁବକ। ହେଲେ ଭାରତରେ ଚାଷ ଓ ଚାଷୀ ସମସ୍ୟା ସଂପର୍କିତ ଖବର ଦେଖି ତାଙ୍କ ମନ ପରିବର୍ତ୍ତନ ହୋଇଥିଲା। ଆଉ ଏଥିପାଇଁ ଚାକିରି ଛାଡ଼ି ନିଜ ଅଞ୍ଚଳରେ ଚାଷ କରୁଛନ୍ତି ।

Advertisment

ଯୁବ ବୈଜ୍ଞାନିକଙ୍କ ନୂଆ ଆବିଷ୍କାର। ଭିଲା ମାର୍ଟ ନାଁରେ ଷ୍ଟାର୍ଟ ଅପ୍ କରିଛନ୍ତି। ଆମେରିକାରେ ଚାକିରି କରୁଥିଲେ ଯୁବକ। ହେଲେ ଭାରତରେ ଚାଷ ଓ ଚାଷୀ ସମସ୍ୟା ସଂପର୍କିତ ଖବର ଦେଖି ତାଙ୍କ ମନ ପରିବର୍ତ୍ତନ ହୋଇଥିଲା। ଆଉ ଏଥିପାଇଁ ଚାକିରି ଛାଡ଼ି ନିଜ ଅଞ୍ଚଳରେ ଚାଷ କରୁଛନ୍ତି । ଦିନେ ଆମେରିକାରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଥିବା ଯୁବକ ରମେଶ ବିଶ୍ବାଳ ଚାକିରି ଛାଡ଼ି ଆସି ନିଜ ଅଞ୍ଚଳରେ କରିଛନ୍ତି ନିଜର ଷ୍ଟାର୍ଟ ଅପ୍ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Farming
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe