ନୂଆ ସନ୍‌ଗ୍ଲାସ୍ ଆଣିଲା ଜିପ୍ପୋ ସନ୍‌ଗ୍ଲାସେସ୍‌

ନୂଆଦିଲ୍ଲୀ (ଓଡିଶା ରିପୋର୍ଟର): ଖରା ଦିନ ଆସିଲାଣି। ତେଣୁ ସନ୍‌ ଗ୍ଲାସ୍‌ର ଚାହିଦା ବଢ଼ିବା ସ୍ୱାଭାବିକ। ତେଣୁ ସବୁ ନାମୀଦାମୀ ବ୍ରାଣ୍ଡ୍‌ ନିଜ ନିଜର ନ୍ୟୁ କଲେକ୍‌ସନ୍‌ ଗୁଡ଼ିକ ଉନ୍ମୋଚନ କରିବାରେ ଲାଗିଛନ୍ତି। ଠିକ୍ ଏତିକିବେଳେ ୯୦ ବର୍ଷର ପୁରୁଣା ବ୍ରାଣ୍ଡେଡ୍ କମ୍ପାନୀ ଜିପ୍ପୋ ଏହାର ଏକାଧିକ ମଡେଲ୍‌ର ସନ୍‌ଗ୍ଲାସ୍ ବଜାରକୁ ଛାଡ଼ିଛି। ଏଗୁଡ଼ିକର ଦାମ୍ ୧୦୦୦ ଟଙ୍କାରୁ ଅଧିକ ରହିଥିବା ବେଳେ ଏହାର ଡିଜାଇନ୍‌ ଆକର୍ଷଣୀୟ ରହିଛି। ସ୍ପୋର୍ଟିଂ ବୋଲ୍‌ଡ ପ୍ରିଣ୍ଟସ୍‌ ଏବଂ ଭିଭିଡ୍ କଲର୍‌ରେ […]

chasmaa

chasmaa

Jagamohan Maharana
  • Published: Tuesday, 12 March 2019
  • Updated: 12 March 2019, 08:13 PM IST

Sports

Latest News

ନୂଆଦିଲ୍ଲୀ (ଓଡିଶା ରିପୋର୍ଟର): ଖରା ଦିନ ଆସିଲାଣି। ତେଣୁ ସନ୍‌ ଗ୍ଲାସ୍‌ର ଚାହିଦା ବଢ଼ିବା ସ୍ୱାଭାବିକ। ତେଣୁ ସବୁ ନାମୀଦାମୀ ବ୍ରାଣ୍ଡ୍‌ ନିଜ ନିଜର ନ୍ୟୁ କଲେକ୍‌ସନ୍‌ ଗୁଡ଼ିକ ଉନ୍ମୋଚନ କରିବାରେ ଲାଗିଛନ୍ତି। ଠିକ୍ ଏତିକିବେଳେ ୯୦ ବର୍ଷର ପୁରୁଣା ବ୍ରାଣ୍ଡେଡ୍ କମ୍ପାନୀ ଜିପ୍ପୋ ଏହାର ଏକାଧିକ ମଡେଲ୍‌ର ସନ୍‌ଗ୍ଲାସ୍ ବଜାରକୁ ଛାଡ଼ିଛି।

ଏଗୁଡ଼ିକର ଦାମ୍ ୧୦୦୦ ଟଙ୍କାରୁ ଅଧିକ ରହିଥିବା ବେଳେ ଏହାର ଡିଜାଇନ୍‌ ଆକର୍ଷଣୀୟ ରହିଛି। ସ୍ପୋର୍ଟିଂ ବୋଲ୍‌ଡ ପ୍ରିଣ୍ଟସ୍‌ ଏବଂ ଭିଭିଡ୍ କଲର୍‌ରେ ଆସିଛି।
ଟିକେ କ୍ଲାସିକ୍‌ ଏବଂ ଟିକେ ମଡର୍ନ ଲୁକ୍‌ର ସମ୍ମିଶ୍ରଣରେ ଏହି ସନ୍‌ଗ୍ଲାସ୍‌ ଗୁଡ଼ିକ ତିଆରି ହୋଇଛି ବୋଲି କମ୍ପାନୀ ପ୍ରକାଶ କରିଛି। ସୂଚନା ଅନୁସାରେ ୧୯୩୨ ମସିହାରୁ କମ୍ପାନୀ ଏବେ ସୁଦ୍ଧା ପ୍ରାୟ ୩ ଲକ୍ଷରୁ ଅଧିକ ଡିଜାଇନ୍‌ର ସନ୍‌ ଗ୍ଲାସ୍ ତିଆରି କରିସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story