ନ୍ୟାୟ ମାଗୁଛି ମା’

କେବଳ ହତ୍ୟାକାଣ୍ଡ ନୁହେଁ ଅନେକ ଅପରାଧ ଘଟଣାରେ ସମ୍ପୃକ୍ତି ରହିଥିଲା ରହସ୍ୟମୟ ମହିଳାଙ୍କର. ଜଣେ ଅଫିସର ଓ ସମାଜସେବୀଙ୍କ ସହଯୋଗରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ ୱେବ ପୋର୍ଟାଲ ମାଲିକାଣି ଶର୍ମିଷ୍ଠା. ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ସମସ୍ତଙ୍କ ନଜର ପୋଲିସ ଉପରେ ରହିଛି l