Advertisment

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୯୦୮ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩୦୯୭୪୭ରେ ପହଞ୍ଚିଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ସୂଚନା ଦେଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୩ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୬୫, କଟକରୁ ୬୩, ମୟୂରଭଞ୍ଜରୁ ୫୬, ସୁନ୍ଦରଗଡ଼ରୁ ୫୪, ଝାରସୁଗୁଡ଼ାରୁ ୫୧, କେନ୍ଦୁଝରରୁ ୫୧, ବାଲେଶ୍ୱରରୁ ୪୯, ଯାଜପୁରରୁ ୪୨, ବଲାଙ୍ଗିରରୁ ୪୦, କେନ୍ଦ୍ରାପଡ଼ାରୁ ୩୯ ଜଣ ସୁସ୍ଥ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୪ କରୋନା ଆକ୍ରାନ୍ତ

covid19

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୯୦୮ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩୦୯୭୪୭ରେ ପହଞ୍ଚିଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

Advertisment

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୩ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୬୫, କଟକରୁ ୬୩, ମୟୂରଭଞ୍ଜରୁ ୫୬, ସୁନ୍ଦରଗଡ଼ରୁ ୫୪, ଝାରସୁଗୁଡ଼ାରୁ ୫୧, କେନ୍ଦୁଝରରୁ ୫୧, ବାଲେଶ୍ୱରରୁ ୪୯, ଯାଜପୁରରୁ ୪୨, ବଲାଙ୍ଗିରରୁ ୪୦, କେନ୍ଦ୍ରାପଡ଼ାରୁ ୩୯ ଜଣ ସୁସ୍ଥ ହୋଇଛନ୍ତି।

https://twitter.com/HFWOdisha/status/1332318319525826560?s=20

https://twitter.com/HFWOdisha/status/1332318321656561665?s=20

ସେହିପରି ଜଗତସିଂହପୁରରୁ ୩୬, କଳାହାଣ୍ଡି ୩୬, ନୂଆପଡ଼ାରୁ ୩୨, ପୁରୀରୁ ୩୧, ବରଗଡ଼ରୁ ୨୬, ସମ୍ବଲପୁରରୁ ୨୪, ଭଦ୍ରକରୁ ୧୭, କନ୍ଧମାଳରୁ ୧୨, କୋରାପୁଟରୁ ୧୨, ନବରଙ୍ଗପୁରରୁ ୧୨, ଢେଙ୍କାନାଳରୁ ୧୦, ଗଞ୍ଜାମରୁ ୧୦, ମାଲକାନଗିରିରୁ ୧୦, ସୋନପୁରରୁ ୭, ବୌଦ୍ଧରୁ ୬, ଗଜପତିରୁ ୪, ନୟାଗଡ଼ରୁ ୩, ଦେବଗଡ଼ରୁ ୨, ରାୟଗଡ଼ାରୁ ୨, ଷ୍ଟେଟପୁଲରୁ ୨୩ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି।

Advertisment