ଭାରତରେ କରୋନାର ନୂଆ ଷ୍ଟ୍ରେନ୍, ଆଉ ୫ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଏବେ ଭାରତୀୟଙ୍କ ଚିନ୍ତା ବଢ଼ାଇଦେଇଛି। ଗୁରୁବାର କରୋନାର ନୂଆ ଷ୍ଟ୍ରେନରେ ଆଉ ୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ବ୍ରିଟେନ୍ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଯାଇଛି। ନୂଆ ୫ଜଣ ସଂକ୍ରମିତଙ୍କ ମଧ୍ୟରୁ ୪ଟି ପୁଣେ ଲ୍ୟାବରୁ ଓ ଗୋଟିଏ ଦିଲ୍ଲୀରୁ ଆସିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହା ପୂର୍ବରୁ ୨୦ ଜଣଙ୍କ ଠାରେ ବ୍ରିଟେନରେ ଦେଖାଦେଇଥିବା କରୋନାର ମ୍ୟୁଟାଣ୍ଟ […]

corona

corona

Ranjit Kumar Jena
  • Published: Thursday, 31 December 2020
  • Updated: 31 December 2020, 03:11 PM IST

Sports

Latest News

ନୂଆଦିଲ୍ଲୀ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଏବେ ଭାରତୀୟଙ୍କ ଚିନ୍ତା ବଢ଼ାଇଦେଇଛି। ଗୁରୁବାର କରୋନାର ନୂଆ ଷ୍ଟ୍ରେନରେ ଆଉ ୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ବ୍ରିଟେନ୍ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଯାଇଛି। ନୂଆ ୫ଜଣ ସଂକ୍ରମିତଙ୍କ ମଧ୍ୟରୁ ୪ଟି ପୁଣେ ଲ୍ୟାବରୁ ଓ ଗୋଟିଏ ଦିଲ୍ଲୀରୁ ଆସିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଏହା ପୂର୍ବରୁ ୨୦ ଜଣଙ୍କ ଠାରେ ବ୍ରିଟେନରେ ଦେଖାଦେଇଥିବା କରୋନାର ମ୍ୟୁଟାଣ୍ଟ ଷ୍ଟ୍ରେନ ଚିହ୍ନଟ ହୋଇଥିଲା। ଦୁଇ ଦିନ ପୂର୍ବେ ଭାରତରେ ଏହି ଷ୍ଟ୍ରେନ ଦେଖା ଦେଇଥିଲା। ପୂର୍ବରୁ ବ୍ୟାପୁଥିବା କୋଭିଡ୍-୧୯ ଭୂତାଣୁ ଠାରୁ ୭୦ ପ୍ରତିଶତ ଅଧିକ ସଂକ୍ରାମକ ଥିବା ଏହି ମ୍ୟୁଟାଣ୍ଟ ବ୍ରିଟେନ ଫେରନ୍ତାଙ୍କ ଦ୍ୱାରା ଭାରତରେ ପହଞ୍ଚିଛି। ଦେଶରେ ପ୍ରଥମେ ୬ ଜଣଙ୍କଠାରେ ଏହି ମ୍ୟୁଟାଣ୍ଟ ଭାଇରସ ଦେଖା ଦେଇଥିଲା।

ଡିସେମ୍ବର ୨୩ ତାରିଖ ଭିତରେ ବ୍ରିଟେନରୁ ଫେରିଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷାରୁ ଷ୍ଟ୍ରେନ୍ ଥିବା ଜଣାପଡ଼ିଥିଲା। ଯାହାପରେ କେନ୍ଦ୍ର ସରକାର ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ କରିଛନ୍ତି। ନୂଆ ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ବି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେବା ସହ କଣ୍ଟ୍ରା ଟ୍ରେସିଂ କରାଯାଉଛି।

ସୂଚନାଯୋଗ୍ୟ, ବ୍ରିଟେନରେ ମିଳିଥିବା କରୋନାର ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକମାନେ କହିଥିଲେ ଯେ ଏହି ଭାଇରସ୍ ୭୦ ପ୍ରତିଶତ ଅଧିକ ଦ୍ରୁତରେ ବ୍ୟାପିଥାଏ। ଯେଉଁକାରଣରୁ ଏହି ନୂଆ ଷ୍ଟ୍ରେନକୁ ନେଇ ସତର୍କତା ଅବଲମ୍ବନ କରାଯାଉଛି। ତେବେ ଯେଉଁ କମ୍ପାନୀ ଭ୍ୟାକସିନ୍ ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ଉପରେ କରୋନାର ଏହି ନୂଆ ଷ୍ଟ୍ରେନ୍ କୌଣସି ପ୍ରଭାବ ପକାଇବ ନାହିଁ।

କରୋନାର ଏହି ନୂଆ ଷ୍ଟ୍ରେନର ଆରମ୍ଭ ବ୍ରିଟେନରୁ ହୋଇଥିଲା। ଯାହା ପରେ ୟୁରୋପର କିଛି ଦେଶରେ ଏହି ଷ୍ଟ୍ରେନ୍ ଦେଖା ଦେଇଥିଲା। ମିଳିଥିବା ସୂଚନା ମୁତାବକ, ଡେନମାର୍କ, ନେରଦଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲୀ, ସ୍ୱିଡେନ, ଫ୍ରାନ୍ସ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ୍, ସିଙ୍ଗାପୁରରେ କରୋନାରେ ନୂଆ ଷ୍ଟ୍ରେନର ମାମଲା ଦେଖା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story