ଆୟୁଷ୍ମାନ ଯୋଜନାରେ ସାମିଲ୍‌ ହେଲା କରୋନା, ଓଡ଼ିଶାରେ ଲାଗୁ କରିବାକୁ ଧର୍ମେନ୍ଦ୍ରଙ୍କ ନିବେଦନ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ୍‌ ହେବ କୋଭିଡ୍‌-୧୯ ବା କରୋନା  ଚିକିତ୍ସା। ଏହି ନିଷ୍ପତ୍ତି ନେଇଛି ନ୍ୟାସନାଲ ହେଲ୍‌ଥ ଅଥରିଟି। ଫଳରେ ଗରିବ ଲୋକ ଏହାର ଫାଇଦା ଉଠାଇପାରିବେ। ଏହି ଯୋଜନା ଅଧୀନରେ ଗରିବ ଶ୍ରେଣୀର ଲୋକେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇପାରିବେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି ଯେ,ଦେଶ […]

800-1

800-1

Tapas Behera
  • Published: Tuesday, 24 March 2020
  • Updated: 24 March 2020, 05:07 PM IST

Sports

Latest News

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ୍‌ ହେବ କୋଭିଡ୍‌-୧୯ ବା କରୋନା  ଚିକିତ୍ସା। ଏହି ନିଷ୍ପତ୍ତି ନେଇଛି ନ୍ୟାସନାଲ ହେଲ୍‌ଥ ଅଥରିଟି। ଫଳରେ ଗରିବ ଲୋକ ଏହାର ଫାଇଦା ଉଠାଇପାରିବେ। ଏହି ଯୋଜନା ଅଧୀନରେ ଗରିବ ଶ୍ରେଣୀର ଲୋକେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇପାରିବେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି ଯେ,ଦେଶ ସହ ଓଡ଼ିଶା କରୋନା ପାଇଁ ଅଭାବନୀୟ ପରିସ୍ଥିତି ସାମ୍ନା କରୁଛି। କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସୁରକ୍ଷା ପାଇଁ ଉଦ୍ୟମ କରୁଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ଇାଙ୍କୁ ଚିକିତ୍ସା ପାଇଁ ସହଯୋଗ ଜରୁରୀ।

ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ଆୟୁଷ୍ମାନ ଭାରତ ଲାଗୁ କରନ୍ତୁ ବୋଲି ଧର୍ମେନ୍ଦ୍ର ନିବେଦନ କରିଛନ୍ତି।  ବର୍ତ୍ତମାନ ଆୟୁଷ୍ମାନ ଭାରତ ହିତାଧିକାରୀ ସରକାରଙ୍କ ସହ ଏମ୍‌ପ୍ୟାନେଲ ହୋଇଥିବା ଘରୋଇ ହସ୍ପିଟାଲରେ ବିନା ଦେୟରେ କୋଭିଡ୍‌-୧୯ ପରୀକ୍ଷା କରାଇପାରିବ। ଯଦି ସେ ଘରୋଇ ହସ୍ପିଟାଲରେ ଆଇସୋଲେସନ୍‌ରେ ଅଛନ୍ତି, ତାହାଲେ ମଧ୍ୟ ତାହା ଏହି ଯୋଜନା ଅଧୀନରେ ଯିବ।

ପରିଚୟ ଗୋପନ ରଖି ଜଣେ ଏନ୍‌ଏଚ୍‌ଏ ଅଧିକାରୀ କହିଛନ୍ତି, ଆୟୁଷ୍ମାନ ହିତାଧିକାରୀଙ୍କ ପାଇଁ ବିଭିନ୍ନ ପ୍ୟାକେଜ୍‌ ଚୂଡ଼ାନ୍ତ କରାଯାଇଛି। ଏମ୍‌ପ୍ୟାନେଲ୍‌ ହୋଇଥିବା ହସ୍ପିଟାଲମାନଙ୍କରେ କୋଭିଡ୍‌-୧୯ ଚିହ୍ନଟ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ଏଥିସହିତ ଭାଇରାଲ ଇନ୍‌ଫେକ୍ସନ୍‌ ଜନିତ ଚିକିତ୍ସା ମଧ୍ୟ ଆୟୁଷ୍ମାନ ଭାରତ ଅଧୀନରେ ଆସିପାରେ ବୋଲି କୁହାଯାଉଛି। ଶ୍ୱାସ ପ୍ରଶ୍ୱାସ ପରି ଗୁରୁତର କ୍ଷେତ୍ରରେ ଆଇସିୟୁ ଦରକାର ପଡ଼ିଲେ ସେଥିପାଇଁ ମଧ୍ୟ ଅତିରିକ୍ତ ଭାବେ ପ୍ୟାକେଜ୍‌ ବ୍ୟବସ୍ଥା କରାଯିବାର ଅଛି। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଆୟୁଷ୍ମାନ ଭାରତ ବିଶ୍ୱର ସର୍ବବୃହତ ଏବଂ ସମ୍ପୂର୍ଣ୍ଣ ସରକାରଙ୍କ ପରିଚାଳିତ ସ୍କିମ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story