Advertisment

କାଲି ଶହେ ଉପରେ ଥିଲା, ଆଜି ତଳମୁହାଁ ହେଲା କରୋନା ଗ୍ରାଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତକାଲି ରାଜ୍ୟରେ ୧୦୦ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣି ଥରେ ତଳମୁହାଁ କରୋନା ଗ୍ରାଫ।  ରାଜ୍ୟରେ  ୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୮ ହେଉଛି ଲୋକାଲ୍ କେସ୍‌। ୨୧ଟି  ଜିଲ୍ଲାରୁ ଏହି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  ବରଗଡ଼ ଜିଲ୍ଲାରୁ […]

୧୭ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ରାଜଧାନୀରେ ଗଲା ଆଉ ଜଣଙ୍କ ଜୀବନ

corona

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତକାଲି ରାଜ୍ୟରେ ୧୦୦ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣି ଥରେ ତଳମୁହାଁ କରୋନା ଗ୍ରାଫ।  ରାଜ୍ୟରେ  ୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୮ ହେଉଛି ଲୋକାଲ୍ କେସ୍‌। ୨୧ଟି  ଜିଲ୍ଲାରୁ ଏହି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  ବରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪  ଜଣ ଚିହ୍ନଟ ହୋଇଛନ୍ତି।

Advertisment

ଅନୁଗୋଳ ଜିଲ୍ଲାରୁ ଜଣେ  ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫ , ବରଗଡ଼ରୁ ୧୪  , ବୌଦ୍ଧରୁ୨,  ବଲାଙ୍ଗିରରୁ ୨ , କଟକରୁ ୯ ,   ଦେଓଗଡ଼ରୁ ଜଣେ,  ଜଗତସିଂହପୁରରୁ ଜଣେ , ଯାଜପୁରରୁ  ୩ ଚିହ୍ନଟ ହୋଇଛନ୍ତି।
ଏହାବ୍ୟତୀତ  ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୪,  କେନ୍ଦୁଝରରୁ୬,  କେନ୍ଦ୍ରାପଡ଼ାରୁ ,  ଖୋର୍ଦ୍ଧାରୁ  ୬, କୋରାପୁଟରୁ ଜଣେ , ମୟୂରଭଞ୍ଜରୁ ୨ , ନୂଆପଡ଼ାରୁ ୨ , ପୁରୀରୁ ୭, ରାୟଗଡ଼ାରୁ ୨, ସମ୍ବଲପୁରରୁ ୮  ଓ ସୋନପୁରରୁ   ଜଣେ, ସୁନ୍ଦରଗଡ଼ରୁ ୧୧ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୮୮୯ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩,୩୩,୧୩୯ ଜଣ ସୁସ୍ଥ ହୋଇସାରିଛନ୍ତି।   ରାଜ୍ୟରେ ଏବେ ଆକ୍ଟିଭ ସଂଖ୍ୟା ୭୮୭ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe