Advertisment

ରାଜ୍ୟରେ ଚିହ୍ନଟ ହେଲେ ୪୦୭ କରୋନା ଆକ୍ରାନ୍ତ, ଆଗରେ ସୁନ୍ଦରଗଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତକାଲି ୩୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଉପରମୁହାଁ ହୋଇଛି ଏହି ଗ୍ରାଫ୍‌। ରାଜ୍ୟରେ ୪୦୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨୩୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୭୧ଟି ଲୋକାଲ୍ କେସ୍‌। ଅନୁଗୋଳ ଜିଲ୍ଲାରୁ ୬୦  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୪  , […]

ରାଜ୍ୟରେ ଚିହ୍ନଟ ହେଲେ ୪୦୭ କରୋନା  ଆକ୍ରାନ୍ତ, ଆଗରେ ସୁନ୍ଦରଗଡ଼

2-corona-22

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତକାଲି ୩୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଉପରମୁହାଁ ହୋଇଛି ଏହି ଗ୍ରାଫ୍‌। ରାଜ୍ୟରେ ୪୦୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨୩୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୭୧ଟି ଲୋକାଲ୍ କେସ୍‌।

Advertisment

ଅନୁଗୋଳ ଜିଲ୍ଲାରୁ ୬୦  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୪  , ବରଗଡ଼ରୁ ୧୭  , ଭଦ୍ରକରୁ ୪  , ବଲାଙ୍ଗିରରୁ ୨୦, ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କଟକରୁ ୨୫ , ଢେଙ୍କାନାଳରୁ ୨, ଗଞ୍ଜାମରୁ ୭, ଗଜପତିରୁ ୬, ଜଗତସିଂହପୁରରୁ ୬, ଯାଜପୁରରୁ ୮ , ଝାରସୁଗୁଡ଼ାରୁ ୭  , କଳାହାଣ୍ଡିରୁ ୬, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୯ , କେନ୍ଦୁଝରରୁ ୬  , ଖୋର୍ଦ୍ଧାରୁ ୪୬ , କୋରାପୁଟରୁ ୭ , ମୟୂରଭଞ୍ଜରୁ ୨୪ ,  ମାଲକାନଗିରିରୁ ୪,   ନୟାଗଡ଼ରୁ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବ୍ୟତୀତ  ନୂଆପଡ଼ାରୁ ୮, ପୁରୀରୁ ୧୮ , ସମ୍ବଲପୁରରୁ ୨୬ ଓ ସୁନ୍ଦରଗଡ଼ରୁ ୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଷ୍ଟେଟ୍‌ ପୁଲ୍‌ରୁ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୭୯୬ରେ ପହଞ୍ଚିଥିବା ବେଳେ ୩,୧୯,୮୫୦ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୦୭୩ ଜଣ ଚିକିତ୍ସାଧୀନ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe