କାଲି ପରି ଆଜି ବି ରାଜ୍ୟରେ ଚିହ୍ନଟ ହେଲେ ୮୬୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଲି ପରି ଆଜି ବି ରାଜ୍ୟରୁ ସମାନ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବି ଏହି ସଂଖ୍ୟା ସମାନ ରହିଛି।   ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୬୯ ହେଉଛି ଲୋକାଲ୍ କେସ୍‌। ଗତ କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ […]

4-coorona

4-coorona

Niharika Rout
  • Published: Thursday, 19 November 2020
  • Updated: 19 November 2020, 04:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଲି ପରି ଆଜି ବି ରାଜ୍ୟରୁ ସମାନ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବି ଏହି ସଂଖ୍ୟା ସମାନ ରହିଛି।   ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୬୯ ହେଉଛି ଲୋକାଲ୍ କେସ୍‌।

ଗତ କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ ପଜିଥିବା ସଂଖ୍ୟା ଖସିବା ପରେ ପୁଣି ଉପରକୁ ଉଠିଛି କରୋନା ଗ୍ରାଫ୍‌। ଜିଲ୍ଲାରେ ଦୈନିକ ପଜିଟିଭ ସଂଖ୍ୟା ୧୦୦ ତଳକୁ ଖସି ଆସିଥିବା ବେଳେ ଆଜି ଏହି ସଂଖ୍ୟା ୧୨୬ରେ ପହଞ୍ଚିଛି। ଯାହାକି ପୁଣି ଥରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ପଢ଼ନ୍ତୁ : ଏଣିକି ମାସ୍କ ନ ପିନ୍ଧିଲେ ୨ ହଜାର ଫାଇନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story