Advertisment

କାଲି ପରି ଆଜି ବି ରାଜ୍ୟରେ ଚିହ୍ନଟ ହେଲେ ୮୬୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଲି ପରି ଆଜି ବି ରାଜ୍ୟରୁ ସମାନ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବି ଏହି ସଂଖ୍ୟା ସମାନ ରହିଛି।   ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୬୯ ହେଉଛି ଲୋକାଲ୍ କେସ୍‌। ଗତ କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ […]

author-image
Niharika Rout
ଅଦ୍ୟତନ ହୋଇଛି
କାଲି ପରି ଆଜି ବି ରାଜ୍ୟରେ ଚିହ୍ନଟ ହେଲେ ୮୬୮ କରୋନା ଆକ୍ରାନ୍ତ

4-coorona

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଲି ପରି ଆଜି ବି ରାଜ୍ୟରୁ ସମାନ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବି ଏହି ସଂଖ୍ୟା ସମାନ ରହିଛି।   ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୬୯ ହେଉଛି ଲୋକାଲ୍ କେସ୍‌।

Advertisment

ଗତ କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ ପଜିଥିବା ସଂଖ୍ୟା ଖସିବା ପରେ ପୁଣି ଉପରକୁ ଉଠିଛି କରୋନା ଗ୍ରାଫ୍‌। ଜିଲ୍ଲାରେ ଦୈନିକ ପଜିଟିଭ ସଂଖ୍ୟା ୧୦୦ ତଳକୁ ଖସି ଆସିଥିବା ବେଳେ ଆଜି ଏହି ସଂଖ୍ୟା ୧୨୬ରେ ପହଞ୍ଚିଛି। ଯାହାକି ପୁଣି ଥରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Advertisment

ପଢ଼ନ୍ତୁ : ଏଣିକି ମାସ୍କ ନ ପିନ୍ଧିଲେ ୨ ହଜାର ଫାଇନ

Corona COVID-19