\'ଚୋରା ମଦ ବେପାରୀଙ୍କୁ ସୁରକ୍ଷା ଦେଉଛନ୍ତି ବିଜେଡି ନେତ୍ରୀ\' | Odisha Reporter
ବିଜେଡି ନେତ୍ରୀ ଓ ଅବକାରୀ ବିଭାଗର କର୍ମଚାରୀଙ୍କ ଭିତରେ ଠେଲାପେଲା। ଲୋକେ କହିଲେ, ମଦ ବେପାରୀଙ୍କୁ ସୁରକ୍ଷା ଦେଉଛନ୍ତି ବିଜେଡି ନେତ୍ରୀ। ବିଜେଡି ନେତ୍ରୀ କହିଲେ, ଜଣେ ନିର୍ଦ୍ଦୋଷ ମହିଳାଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ। ସଂପୃକ୍ତ ମହିଳାଙ୍କ ଘରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
