Advertisment

'ଚୋରା ମଦ ବେପାରୀଙ୍କୁ ସୁରକ୍ଷା ଦେଉଛନ୍ତି ବିଜେଡି ନେତ୍ରୀ'

ବିଜେଡି ନେତ୍ରୀ ଓ ଅବକାରୀ ବିଭାଗର କର୍ମଚାରୀଙ୍କ ଭିତରେ ଠେଲାପେଲା। ଲୋକେ କହିଲେ, ମଦ ବେପାରୀଙ୍କୁ ସୁରକ୍ଷା ଦେଉଛନ୍ତି ବିଜେଡି ନେତ୍ରୀ। ବିଜେଡି ନେତ୍ରୀ କହିଲେ, ଜଣେ ନିର୍ଦ୍ଦୋଷ ମହିଳାଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ। ସଂପୃକ୍ତ ମହିଳାଙ୍କ ଘରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ।

BjD Crime Illegal Liquor Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe