ଚଡ଼ି ଗ୍ୟାଙ୍ଗର ଖେଳ ଖତମ

  • Published: Wednesday, 19 July 2023
  • , Updated: 19 July 2023, 12:54 PM IST

ଚୋର-ପୁଲିସ ଖେଳ ଭିତରେ ଚଡ଼ି ଗ୍ୟାଙ୍ଗର ଖେଳ ଖତମ । ଚଡ଼ି ଗଞ୍ଜି ପିନ୍ଧି ରାଜଧାନୀରେ ଆତଙ୍କ ମଚାଇଥିଲେ ଲୁଟେରା। ଦିନବେଳା ବସଷ୍ଟାଣ୍ଡ ଓ ରେଲଓ୍ବେ ଷ୍ଟେସନ, ରାତି ହେଲେ ଆରମ୍ଭ କରୁଥିଲେ କାରବାର । ନୂଆ ଷ୍ଟାଇଲରେ ଚଳାଇଥିଲେ ଲୁଟପାଟ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ ।

Related story