""
ଅପରାଧ ଓଡ଼ିଶା 'ତଦନ୍ତ ନହେଉ ଫଦନ୍ତ' ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ, ଯେଉଁଭଳି ଭାବରେ ତଦନ୍ତ ଚାଲିଛି, ସେଥିରେ ଅଧିକାଂଶ ରାଜନେତା ସନ୍ତୁଷ୍ଟ ନାହାନ୍ତି। ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ମତ ଦେଉଛନ୍ତି। କିନ୍ତୁ ବାସ୍ତବରେ କ୍ରାଇମବ୍ରାଞ୍ଚ ଠିକ ଭାବରେ ତଦନ୍ତ କରୁଛି ତ ? ଦେଖନ୍ତୁ ଏଥରର କିଞ୍ଚିତ କଥାରେ 'ତଦନ୍ତ ନହେଉ ଫଦନ୍ତ'। Manoj Swain 08 Feb 2023 11:53 IST ତଦନ୍ତ ନହେଉ ଫଦନ୍ତ | Odisha Reporter Odisha Crime Crime Branch Naba Das Murder Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ