‘ପ୍ରଶ୍ନପତ୍ର ଲିକ ପଛରେ ତାମିଲ ଲିଙ୍କ ଅଛି କି’ | Odisha Reporter
ଓଡ଼ିଶାରେ ସରକାରୀ ନିଯୁକ୍ତିରେ ହେଉଛି ଦୁର୍ନୀତି। ବିକ୍ରି ହେଉଛି ଚାକିରି। ଜୁଲାଇ ୧୬ ତାରିଖରେ ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା। ତଥାପି ଓଏସଏସସିର ନିଦ ଭାଙ୍ଗିଲା ନାହିଁ। ଓଡ଼ିଶା ବାହାର ଲୋକ ଗିରଫ ହୋଇଛନ୍ତି। ସେମାନଙ୍କ ପାଖକୁ ପ୍ରଶ୍ନପତ୍ର ଗଲା କେମିତି? ବିହାର ଓ ଆନ୍ଧ୍ରର ଦଲାଲମାନେ କେମିତି ପାଇଲେ ପ୍ରଶ୍ନପତ୍ର? ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ କଣ କରୁଥିଲା? ଏ ପର୍ଯ୍ୟନ୍ତ ଓଏସଏସସିର କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏ ପ୍ରଶ୍ନପତ୍ର କେଉଁଠି ଛପା ହେଉଛି? ତାମିଲ ଲିଙ୍କ ଅଛି କି ନାହିଁ? ଏ ପୂରା ରାକେଟରେ ସରକାରୀ କର୍ମଚାରୀ କେହି ସଂପୃକ୍ତ ନାହାନ୍ତି କି ବୋଲି ପ୍ରଶ୍ନ କଲେ ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
