Sports

Latest News

‘ଏମିତି ସ୍ତ୍ରୀ କାହାକୁ ନମିଳୁ’

‘ଏମିତି ସ୍ତ୍ରୀ କାହାକୁ ନମିଳୁ’  || Wife And Two Others Killing Husband In Khordha || Odisha Reporter
  • Crime
  • Tuesday, 24 January 2023

ସ୍ୱାମୀ ମରିଛି ବୋଲି କେତେ କୋହ ରହିଛି, କେତେ ଲୁହ ଝରୁଛି। ହେଲେ ଏ ଲୁହ ପଛରେ ଯେ କେତେ ମିଛ ଲୁଚି ରହିଛି ତାହା ସମସ୍ତଙ୍କୁ ଅଜଣା। ଦେଖିଲେ କିଏବା କହିବ ଏଇ ମହିଳା ତାଙ୍କ ସ୍ୱାମୀଙ୍କୁ ମାରି ସୁଟକେଶରେ ଭର୍ତ୍ତି କରିଦେଇଛନ୍ତି ବୋଲି!