Advertisment

ଏବେ କିଏ ଯିବ ପାଗଳଖାନା?

ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ପୁଣି ତେଜିଲା ରାଜନୈତିକ ବୟାନବାଜି। ଆଉ ଏହି ନିଆଁ ଉପରେ ଘିଅ ଢ଼ାଳିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡି ଟିକେଟ୍। ଗୁଳିମାଡ଼ ପରେ ନବ ଦାସଙ୍କୁ ଝାରସୁଗୁଡ଼ା ମୁ୍ଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପାଞ୍ଚ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ରେଫର କରିଥିଲେ। କିନ୍ତୁ କି ଚିକିତ୍ସା କରିଥିଲେ ଝାରସୁଗୁଡ଼ା ଡାକ୍ତର?

author-image
Debendra Prusty

Odisha Murder Naveen Patnaik Crime Naba Das