Advertisment

ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ କଲେ SDO

5T କାମରେ ଦୁର୍ନୀତି ଅଭିଯୋଗ। ଏହାର ପ୍ରତିବାଦ କରିବାରୁ ସରପଞ୍ଚଙ୍କୁ ମାଡ଼ ମାରିଲେ ପୂର୍ତ୍ତ ବିଭାଗର ଏସ୍‌ଡିଓ ।

Advertisment

5T କାମରେ ଦୁର୍ନୀତି ଅଭିଯୋଗ। ଏହାର ପ୍ରତିବାଦ କରିବାରୁ ସରପଞ୍ଚଙ୍କୁ ମାଡ଼ ମାରିଲେ ପୂର୍ତ୍ତ ବିଭାଗର ଏସ୍‌ଡିଓ । ବଲାଙ୍ଗିର ଜିଲ୍ଲା ହରିଶଙ୍କର ପୀଠରୁ ଆସିଛି ଏସ୍‌ଡିଓଙ୍କ ଏପରି ଦାଦାଗିରି ଭିଡିଓ। ହରିଶଙ୍କର ପୀଠରେ ହେଉଥିବା କାମ ନିମ୍ନମାନର। ବାଲି ଓ ସିମେଣ୍ଟ ଭାଗ ମାପରେ ତାଳମେଳ ରହୁନି। ଅଧିକ ବାଲି ବ୍ୟବହାର ହେଉଛି। ଯାହାକୁ ବିରୋଧ କରିଥିଲେ ସ୍ଥାନୀୟ ସରପଞ୍ଚ ତଥା ଖପ୍ରାଖୋଲ ବ୍ଲକ୍‌ ସରପଞ୍ଚ ସଂଘ ସଭାପତି ସୁଶୀଲ ଗୁରୁ। ଏଥିରେ ସେଠାରେ ଉପସ୍ଥିତ ଥିବା ପୂର୍ତ୍ତ ବିଭାଗର ଏସ୍‌ଡିଓ ସିଦ୍ଧାର୍ଥ ଦାସ ତାତି ଯାଇଥିଲେ। ତାଙ୍କୁ ଭିଡ଼ି ଆଣି ତଳେ ପକାଇ ମାଡ଼ ମାରିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହେଉଛି।

Advertisment
Odisha Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe