Advertisment

‘ସିଲ ଖୋଲା ପ୍ରଶ୍ନପତ୍ର ଦେଇଛନ୍ତି’

ସିଲ ଖୋଲା ପ୍ରଶ୍ନପତ୍ର ଦେଇଛନ୍ତି, ପଚାରିଲେ କହୁଛନ୍ତି ଆଗରୁ ଖୋଲା ହୋଇ ଆସିଛି। ଗୋଟେ ପ୍ରଶ୍ନପତ୍ର ଲିକ ହେଲେ ସାରା ଓଡ଼ିଶାରେ ଭାଇରାଲ ହେବ ବୋଲି ଅଭିଯୋଗ କଲେ ଜଣେ ପରୀକ୍ଷାର୍ଥୀ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା। OSSC ର ୟୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ଦେବା ପରେ ହଲରୁ ବାହାରି ପାଟିତୁଣ୍ଡ କରିଛନ୍ତି ପରୀକ୍ଷାର୍ଥୀ।

author-image
Debendra Prusty

Odisha Job Scam Ossc