Advertisment

ହଡ଼ପ ଟଙ୍କାରେ ରାଜ ଉଆସ !

ଯୋଜନା ଏଠି ବାଟବଣା ହେଉନାହିଁ, ବଂର ଲୁଟ ହେଉଛି । ଯୋଜନାର କାର୍ଯ୍ୟକାରୀ ଦାୟିତ୍ୱ ନେଇଥିବା ଲୋକଙ୍କ ଦ୍ୱାରା ଓ ଅଧିକାରୀଙ୍କ ସହାୟତାରେ ହରିଲୁଟ ହେଉଛି ।

author-image
Manoj Swain

ଯୋଜନା ଏଠି ବାଟବଣା ହେଉନାହିଁ, ବଂର ଲୁଟ ହେଉଛି । ଯୋଜନାର କାର୍ଯ୍ୟକାରୀ ଦାୟିତ୍ୱ ନେଇଥିବା ଲୋକଙ୍କ ଦ୍ୱାରା ଓ ଅଧିକାରୀଙ୍କ ସହାୟତାରେ ହରିଲୁଟ ହେଉଛି । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଚିତ୍ରଟିଏ । ଏହି ଘଟଣାଟି ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚୟତ କପିଲାଭଟା ଗାଁରେ ଘଟିଛି ।

Advertisment
Odisha Balangir