Advertisment

‘ସାର୍ଟ କହିବ ଗୋପାଳ ମାରିଛନ୍ତି କି ନା’

ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ପୋଲିସର ଜଣେ ବରିଷ୍ଠ ଅଧିକାରୀ ତଦନ୍ତ କରୁଛନ୍ତି। ପୋଲିସ ଠାରୁ ପୋଲିସ କଥା ଆଦାୟ କରିବା ସହଜ ହେବ ନା କଷ୍ଟ ହେବ ? ଆଗରୁ ଅନେକ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିବା ଗୋପାଳ ଦାସ ପୋଲିସକୁ ବାଟବଣା କରିବାକୁ ଉଦ୍ୟମ କରୁନଥିବେ ତ ! ତାହେଲେ ପୋଲିସ କିପରି କରିବ ତଦନ୍ତ ? କିପରି ଯୋଗାଡ଼ କରିବ ପ୍ରମାଣ ? କେମିତି ଦେଷୀଙ୍କୁ ଦେବ ସଜ୍ଜା ? ଏବିଷୟରେ ଆମ ସହ ଆଲୋଚନା କରିଛନ୍ତି ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ।

ଅଦ୍ୟତନ ହୋଇଛି
Advertisment
Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe