\'ମୁଖ୍ୟ ନାୟକ ଦୁଇ ଅଣ ଓଡ଼ିଆ ଅଫିସର\' | Odisha Reporter
'ମୁଖ୍ୟ ନାୟକ ଦୁଇ ଅଣ ଓଡ଼ିଆ ଅଫିସର'
ଦୁଇଜଣ ଅଣଓଡ଼ିଆ ଅଫିସର ଯେଉଁମାନେ ପୋଲିସ କଥା ବୁଝୁଛନ୍ତି। ଜଣେ ଆଇଏଏସ ଓ ଜଣେ ଆଇପିଏସ ସେମାନେ ମୁଖ୍ୟ ନାୟକ। ସେମାନେ ପରଦା ପଛରେ, ବାହାରେ ଅଛନ୍ତି, ତଦନ୍ତର ନାୟକ ବି ସେମାନେ ରହିଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।
\'ମୁଖ୍ୟ ନାୟକ ଦୁଇ ଅଣ ଓଡ଼ିଆ ଅଫିସର\' | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
