ଦୁଇଜଣ ଅଣଓଡ଼ିଆ ଅଫିସର ଯେଉଁମାନେ ପୋଲିସ କଥା ବୁଝୁଛନ୍ତି। ଜଣେ ଆଇଏଏସ ଓ ଜଣେ ଆଇପିଏସ ସେମାନେ ମୁଖ୍ୟ ନାୟକ। ସେମାନେ ପରଦା ପଛରେ, ବାହାରେ ଅଛନ୍ତି, ତଦନ୍ତର ନାୟକ ବି ସେମାନେ ରହିଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।