ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁପର ଅନେକ କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କାହିଁକି ଘଟିଲା ଏଭଳି ଘଟଣା? କେମିତି ଘଟିଲା ଏହି ଘଟଣା? ଏହା ପଛରେ ରହିଛି କି କିଛି ଷଡ଼ଯନ୍ତ୍ର?