କୋଇଲା ବ୍ୟବସାୟରୁ ଗୁଳିକାଣ୍ଡ; ୧୦ ଆହତ,୧୦ ଅଟକ

କୋଇଲା ବ୍ୟବସାୟକୁ ନେଇ ପ୍ରଥମେ ଗତ କାଲି ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା ।

crime spot

ଗୁଳିକାଣ୍ଡ ସ୍ପଟରେ ପୁଲିସ୍‌ ତଦନ୍ତ କରୁଛି ।

Niharika Rout
  • Published: Friday, 05 July 2024
  • Updated: 05 July 2024, 09:40 AM IST

Sports

Latest News

କୋଇଲା ବ୍ୟବସାୟକୁ ନେଇ ଅଶାନ୍ତ ହୋଇ ଉଠିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ ଅଞ୍ଚଳ । ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ, ଫୁଟିଛି ଗୁଳି। ଏଥିରେ ୧୦ରୁ ଅଧିକ ଜଣ ଆହତ ହୋଇଥିବା ବେଳେ ପୁଲିସ୍‌ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛ।

କୋଇଲା ୱାସେରିକୁ ନେଇ ଛତିଶଗଡ ରାଏଗଡର ୨ଜଣ ବ୍ୟବସାୟୀଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ । କୋଇଲା ବ୍ୟବସାୟକୁ ନେଇ ପ୍ରଥମେ ଗତ କାଲି ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ଉଭୟ ଗୋଷ୍ଠୀର ୫୦ ଉର୍ଦ୍ଧ ଯୁବକ ସେଠାରେ ପହଞ୍ଚିବା ପରେ ମାରପିଟ ଆରମ୍ଭ ହୋଇଥିଲା । ପରେ ଫାଙ୍କା ଗୁଳି ଚାଳନା ମଧ୍ୟ ହୋଇଥିଲା । ଏଥିରେ ୧୦ ଜଣ ଆହତ ହୋଇଛନ୍ତି।

ଖବର ପାଇ ଖଦର ଏସଡିପିଓ ହେମଗିର୍ ଥାନା ପୋଲିସ ସମେତ ପୁଲିସ ଫୋର୍ସ ରାତିରେ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ଶହ ମାମଲାରେ ୧୦ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ଆଜି ପୁଣି ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବ । ଆହତମାନଙ୍କୁ ସୁନ୍ଦରଗଡ଼ ଓ ରାୟଗଡ଼ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Also Read

ପୁନର୍ବାର ଯେପରି ଏପରି ହିଂସାତ୍ମକ ଘଟଣା ନ ଘଟେ ସେଥିପ୍ରତି ପୁଲିସ୍‌ ତୀକ୍ଷଣ ନଜର ରଖିଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story