ନବୀନ ଗଡ଼ରେ ଗଡ଼ିଛି ୧୦୦ ମୁଣ୍ଡ

ବିଜେଡି ସୁପ୍ରିମୋ ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ଶାସନକାଳରେ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଅରାଜକତା ଓ ଗୁଣ୍ଡାରାଜ ରାଜ୍ୟରେ ସବୁଠୁ ବେଶୀ ଥିଲା ।

Manoj Swain
  • Published: Tuesday, 03 September 2024
  • Updated: 03 September 2024, 01:00 PM IST

Sports

Latest News

ବିଜେଡି ସୁପ୍ରିମୋ ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ଶାସନକାଳରେ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଅରାଜକତା ଓ ଗୁଣ୍ଡାରାଜ ରାଜ୍ୟରେ ସବୁଠୁ ବେଶୀ ଥିଲା । ଏପରିକି ଶାନ୍ତସ୍ୱଭାବର ନବୀନ ଯେବେଠୁ ହିଞ୍ଜିଳିର ବିଧାୟକ ହେଲେଣି ସେବେଠୁ ୧୦୦ଜଣଙ୍କୁ ହତ୍ୟା କରାଯାଇଛି। ଆଶ୍ଚର୍ଯ୍ୟର କଥା ଏହି ଅବଧି ମଧ୍ୟରେ ମାତ୍ର ୯ଟି ହତ୍ୟା ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି ଓ ପ୍ରମାଣ ଅଭାବରୁ ୨୨ଜଣଙ୍କ ହତ୍ୟାକାରୀଙ୍କୁ ଦଣ୍ଡିତ କରାଯାଇ ପାରିନାହିଁ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos