ନବୀନଙ୍କ ଗଡ଼ ହିଞ୍ଜିଳିରେ 24 ବର୍ଷରେ ଗଡିଛି 100 ମୁଣ୍ଡ | Naveen Patnaik | Hinjili Police Station | OR
Advertisment
ବିଜେଡି ସୁପ୍ରିମୋ ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ଶାସନକାଳରେ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଅରାଜକତା ଓ ଗୁଣ୍ଡାରାଜ ରାଜ୍ୟରେ ସବୁଠୁ ବେଶୀ ଥିଲା । ଏପରିକି ଶାନ୍ତସ୍ୱଭାବର ନବୀନ ଯେବେଠୁ ହିଞ୍ଜିଳିର ବିଧାୟକ ହେଲେଣି ସେବେଠୁ ୧୦୦ଜଣଙ୍କୁ ହତ୍ୟା କରାଯାଇଛି। ଆଶ୍ଚର୍ଯ୍ୟର କଥା ଏହି ଅବଧି ମଧ୍ୟରେ ମାତ୍ର ୯ଟି ହତ୍ୟା ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି ଓ ପ୍ରମାଣ ଅଭାବରୁ ୨୨ଜଣଙ୍କ ହତ୍ୟାକାରୀଙ୍କୁ ଦଣ୍ଡିତ କରାଯାଇ ପାରିନାହିଁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us