Advertisment

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡକୁ ପୂରିଲା ୧୬ ବର୍ଷ, କେବେ ଖୋଲିବ ରହସ୍ୟ?

୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ଦିନ କନ୍ଧମାଳର ଜଲେସପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରିଥିଲେ ଦୁର୍ବୃର୍ତ୍ତ।

author-image
Manoj Swain
ଅଦ୍ୟତନ ହୋଇଛି

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡକୁ ପୂରିଛି ୧୬ ବର୍ଷ। ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ଦିନ କନ୍ଧମାଳର ଜଲେସପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରିଥିଲେ ଦୁର୍ବୃର୍ତ୍ତ। ଏଥିସହ ତାଙ୍କର ୪ ଜଣ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହେଲେ ଏଯାଏ ପ୍ରକୃତ ହତ୍ୟାକାରୀ ଧରା ପଡି ନାହାନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Kandhamal