ଦୁଇ ଛୁଆର ବାପା ସହିତ ଦୁଇ ଛୁଆର ମାଆ ଫେରାର!

ସବୁଦିନ ପରି ବୁଧାବାର ସନ୍ଧ୍ୟାରେ କ୍ଲାନ୍ତ ଶରୀର ଧରି ଘରକୁ ଫେରିଥିଲେ ସୁଦାମ। ପତ୍ନୀଙ୍କ ସହିତ ଦୁଃଖ ସୁଖ ହୋଇଥିଲେ। ରାତି ଗୀତା ରୋଷେଇ କରିଥିଲେ। ପୂରା ପରିବାର ଖାଇଥିଲେ। ତା’ପରେ ସମସ୍ତେ ଶୋଇବାକୁ ଯାଇଥିଲେ। ପତି, ପତ୍ନୀ ଓ ଦୁଇ ଛୁଆ ଗୋଟିଏ ଘରେ ଶୋଇଥିଲେ।

DKL PhotoOR

ଦୁଇ ଛୁଆଙ୍କୁ ଛାଡ଼ି ପ୍ରେମିକ ସହିତ ଚମ୍ପଟ ମାରିଥିବା ମହିଳା(ଫାଇଲ ଫଟୋ)

Manoranjan Sial
  • Published: Thursday, 07 December 2023
  • Updated: 07 December 2023, 04:30 PM IST

Sports

Latest News

ଦୁଇ ଛୁଆର ବାପା ସହିତ ଦୁଇ ଛୁଆର ମାଆ ଫେରାର! ରାତି ଅଧରେ ମାଆ ଚମ୍ପଟ ମାରିବା ପରେ କାନ୍ଦି କାନ୍ଦି ଥାନାରେ ପହଞ୍ଚିଲେ ଦୁଇ ଛୁଆ। ଆଉ ଥାନା ବାବୁଙ୍କୁ ଗୁହାରୀ କଲେ। ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳରେ ଘଟିଛି। ଚମ୍ପଟ ମାରିଥିବା ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ଜୟପୁରାକାଟେଣୀ ଗାଁର ସୁଦାମ ପରିଡା ଏକ କାରଖାନାରେ କାମ କରନ୍ତି। ସେଥିରୁ ଯାହା ରୋଜଗାର କରନ୍ତି, ସେଥିରେ ଚଳେ ପୂରା ପରିବାର। ସୁଦାମଙ୍କ ପରିବାର କହିଲେ ସ୍ତ୍ରୀ ଗୀତା ପରିଡା ଓ ଦୁଇ ଛୁଆ। ଆଜକୁ ୧୬ ବର୍ଷ ତଳେ ଗୀତାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ସୁଦାମ। ଦୁଇ ଦୁଇଟି ମାଆ ହୋଇଥିଲେ ମଧ୍ୟ ଗୀତା ଆଉ କାହାକୁ ମନ ଦେଇ ବସିଥିଲେ। ସ୍ୱାମୀଙ୍କୁ ଛାଡ଼ି ଗାଁର ଅନ୍ୟ ଜଣେ ବିବାହିତ ପୁରୁଷକୁ ଚୋରା ପୀରତି କରୁଥିଲେ। ଗୀତା ଯାହାଙ୍କୁ ଭଲ ପାଉଥିଲେ, ସେ ମଧ୍ୟ ଦୁଇ ଛୁଆର ବାପ।

Also Read

ପରିବାର ଆର୍ଥିକ ସ୍ଥିତି ଓ ପିଲାଛୁଆଙ୍କୁ ନେଇ ବ୍ୟସ୍ତ ଥିବା ସୁଦାମ ଦିନେ ନିଜ ପତ୍ନୀଙ୍କ ପ୍ରେମ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ତାଙ୍କୁ ବହୁ ବୁଝାସୁଝା କରିଥିଲେ। ହେଲେ ଯିଏ ଚୋରା ପୀରତିର ସ୍ୱାଦ ଚାଖିଲାଣି, ସେ କାହୁଁ ସେହି କଥା ଶୁଣିବ? ସ୍ୱାମୀଙ୍କ ଅନୁପସ୍ଥିତିରେ ନିଜ ପ୍ରେମିକଙ୍କ ସହିତ ରଖୁଥିଲେ ସମ୍ପର୍କ। ଆଉ ନୂଆ ନୂଆ ପ୍ରେମକୁ ନେଇ ଦେଖୁଥିଲେ କେତେ ସପନ। ଦୀର୍ଘ ୩ ବର୍ଷର ଏ ପ୍ରେମ ସମ୍ପର୍କ।

ସବୁଦିନ ପରି ବୁଧାବାର ସନ୍ଧ୍ୟାରେ କ୍ଲାନ୍ତ ଶରୀର ଧରି ଘରକୁ ଫେରିଥିଲେ ସୁଦାମ। ପତ୍ନୀଙ୍କ ସହିତ ଦୁଃଖ ସୁଖ ହୋଇଥିଲେ। ରାତି ଗୀତା ରୋଷେଇ କରିଥିଲେ। ପୂରା ପରିବାର ଖାଇଥିଲେ। ତା’ପରେ ସମସ୍ତେ ଶୋଇବାକୁ ଯାଇଥିଲେ। ପତି, ପତ୍ନୀ ଓ ଦୁଇ ଛୁଆ ଗୋଟିଏ ଘରେ ଶୋଇଥିଲେ। ରାତି ପ୍ରାୟ ସାଢ଼େ ୧୧ଟା ହେବ। ବହଳିଆ ନିଦ। ପୂରା ଗାଁ ଶୋଇଥିଲା। ସେହି ରାତିରେ ଗୀତା ଘରୁ ଉଠି ତାଙ୍କ ପ୍ରେମିକଙ୍କ ସହିତ ଫେରାର ହୋଇଗଲେ।

ଆଜି ସକାଳେ ସୁଦାମ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପତ୍ନୀଙ୍କ ପ୍ରେମିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସେପଟେ ମାଆଙ୍କୁ ନପାଇ ଛୋଟ ଛୋଟ ଛୁଆମାନେ କାନ୍ଦୁଛନ୍ତି। ଅସହାୟ ସ୍ୱାମୀ ନ୍ୟାୟ ଅପେକ୍ଷାରେ ବସିଛି। ଆଉ କାନ୍ଦି କାନ୍ଦି କହୁଛନ୍ତି, ମୋ ଦୁଇ ଛୁଆଙ୍କର ମାଆ କିଏ ହେବ?

ଅନ୍ୟପକ୍ଷରେ ଗୀତାଙ୍କ ପ୍ରେମିକଙ୍କ ପତ୍ନୀଙ୍କ ମୃତ୍ୟୁ କିଛି ଦିନ ତଳେ ହୋଇଥିଲା। ନିକଟରେ ଶୁଦ୍ଧକ୍ରିୟା ଯାଇଛି। ନିଜର ଦୁଇ ପିଲାଙ୍କ ଭବିଷ୍ୟତ ଗଢ଼ିବା ବଦଳରେ ଆଉ କାହାର ସ୍ତ୍ରୀକୁ ନେଇଯିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି।

ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story