Advertisment

ସାବତ ମା'ଙ୍କ ଅମାନୁଷିକ କାଣ୍ଡ, ବାନ୍ଧିଲା ପୁଲିସ

ଖଣ୍ଡେ ବିସ୍କୁଟ ଖାଇଦେବାରୁ ଦୁଇ ଭାଇ ଭଉଣୀଙ୍କୁ ହାତଗୋଡ଼ ବାନ୍ଧି ଅମାନୁଷିକ ମାଡ଼ ମାରିଥିଲେ ବାପା ଓ ସାବତ ମା'।

author-image
Manoj Swain

ଦୁଇ ଭାଇ ଭଉଣୀଙ୍କୁ ମାଡ଼ମାରି ନିର୍ଯାତନା ଦେବା ମହଙ୍ଗା ପଡ଼ିଲା ସାବତ ମା' ଏବଂ ବାପାଙ୍କୁ। ଆଜି ଜନ୍ମକଲା ମା’ର ଲିଖିତ ଅଭିଯୋଗ ପରେ ବାପାଙ୍କ ସମେତ ସାବତ ମା'ଙ୍କୁ ଗିରଫ କରିଛି ଆଠଗଡ଼ ଥାନା ପୁଲିସ। ଗତ ୩୦ ତରିଖ ଦିନ ଖଣ୍ଡେ ବିସ୍କୁଟ ଖାଇଦେବାରୁ ଦୁଇ ଭାଇଭଉଣୀଙ୍କୁ ହାତଗୋଡ଼ ବାନ୍ଧି ଅମାନୁଷିକ ମାଡ଼ ମାରିଥିଲେ ବାପା ଓ ସାବତ ମା'।

Advertisment
Odisha Cuttack