ବନ୍ଧା ହେଲା ସାବତ ମା\' | Father, Step mother Arrested for Assaulting Minor Children | Odisha Reporter
Advertisment
ଦୁଇ ଭାଇ ଭଉଣୀଙ୍କୁ ମାଡ଼ମାରି ନିର୍ଯାତନା ଦେବା ମହଙ୍ଗା ପଡ଼ିଲା ସାବତ ମା' ଏବଂ ବାପାଙ୍କୁ। ଆଜି ଜନ୍ମକଲା ମା’ର ଲିଖିତ ଅଭିଯୋଗ ପରେ ବାପାଙ୍କ ସମେତ ସାବତ ମା'ଙ୍କୁ ଗିରଫ କରିଛି ଆଠଗଡ଼ ଥାନା ପୁଲିସ। ଗତ ୩୦ ତରିଖ ଦିନ ଖଣ୍ଡେ ବିସ୍କୁଟ ଖାଇଦେବାରୁ ଦୁଇ ଭାଇଭଉଣୀଙ୍କୁ ହାତଗୋଡ଼ ବାନ୍ଧି ଅମାନୁଷିକ ମାଡ଼ ମାରିଥିଲେ ବାପା ଓ ସାବତ ମା'।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us