ଡିସ୍‌କାଉଣ୍ଟରେ କାର୍‌ ଦେବେ କହି ଠକି ନେଲେ ୪୦ କୋଟି !

୫୦ ପ୍ରତିଶତ ଡିସକାଉଣ୍ଟରେ ଦିଆଯିବ କାର୍। ଏପରି କହି ଲୋକଙ୍କଠାରୁ ୪୦ କୋଟି ଟଙ୍କା ନେଇ ଚମ୍ପଟ ମାରିଥିଲେ ଦମ୍ପତ୍ତି।

Manoj Swain
  • Published: Thursday, 21 December 2023
  • Updated: 21 December 2023, 05:48 PM IST

୫୦ ପ୍ରତିଶତ ଡିସକାଉଣ୍ଟରେ ଦିଆଯିବ କାର୍। ଏପରି କହି ଲୋକଙ୍କଠାରୁ ୪୦ କୋଟି ଟଙ୍କା ନେଇ ଚମ୍ପଟ ମାରିଥିଲେ ଦମ୍ପତ୍ତି। ନୟାଗଡ଼ରୁ ଏହି ଦମ୍ପତି ଓ ସେମାନଙ୍କ ଜଣେ ସହଯୋଗୀଙ୍କୁ ଧରିଛି ନୟାପଲ୍ଲୀ ପୁଲିସ। ସେମାନେ ହେଲେ ଅକ୍ଷୟ ଗୌଡ଼, ତାଙ୍କ ସ୍ତ୍ରୀ ଉଷାରାଣୀ ବାରିକ ଓ ସେମାନଙ୍କ ସହଯୋଗୀ ଶିବରାମ ଗୌଡ଼। ନୟାପଲ୍ଲୀ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos