ଡିସ୍‌କାଉଣ୍ଟରେ କାର୍‌ ଦେବେ କହି ଠକି ନେଲେ ୪୦ କୋଟି !

  • Published: Thursday, 21 December 2023
  • , Updated: 21 December 2023, 05:48 PM IST

୫୦ ପ୍ରତିଶତ ଡିସକାଉଣ୍ଟରେ ଦିଆଯିବ କାର୍। ଏପରି କହି ଲୋକଙ୍କଠାରୁ ୪୦ କୋଟି ଟଙ୍କା ନେଇ ଚମ୍ପଟ ମାରିଥିଲେ ଦମ୍ପତ୍ତି। ନୟାଗଡ଼ରୁ ଏହି ଦମ୍ପତି ଓ ସେମାନଙ୍କ ଜଣେ ସହଯୋଗୀଙ୍କୁ ଧରିଛି ନୟାପଲ୍ଲୀ ପୁଲିସ। ସେମାନେ ହେଲେ ଅକ୍ଷୟ ଗୌଡ଼, ତାଙ୍କ ସ୍ତ୍ରୀ ଉଷାରାଣୀ ବାରିକ ଓ ସେମାନଙ୍କ ସହଯୋଗୀ ଶିବରାମ ଗୌଡ଼। ନୟାପଲ୍ଲୀ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି।

Related story