କାର୍ଯ୍ୟରେ ଅବହେଳା ପାଇଁ ୫ ଜଣ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନାର ASI ଅଜିତ କୁମାର ବେହେରା ଓ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବନ କରାଯାଇଛି। ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଓ ରତ୍ନାକର ନାୟକଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। କନ୍ଧମାଳ ଅତିରିକ୍ତ ଏସପି ବଳଭଦ୍ର ଦୀପ ଏହି ସୂଚନା ଦେଇଛନ୍ତି।
କନ୍ଧମାଳ ଏସ୍ପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏହି ୫ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ୫ଜଣ ପୁଲିସ କର୍ମଚାରୀ ପେଟ୍ରୋଲିଂ ଏବଂ ଗାଡ଼ି ଯାଞ୍ଚ ବେଳେ କାର୍ଯ୍ୟରେ ଅବହେଳା କରିଥିବା ସେମାନଙ୍କୁ ବିରୋଧରେ ଅଭିଯୋଗ ଆସିଥିଲା। କନ୍ଧମାଳ ଏସପି ଘଟଣାର ତଦନ୍ତ କରି ଏହି ୫ଜଣ କର୍ମଚାରୀଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାତିରେ ମାତିଛନ୍ତି ଗାଈ ଚୋର, ଶୋଇଥିବା ବେଳେ ରାସ୍ତାରୁ ଉଠାଇ ନେଉଛନ୍ତି
ରବିବାର ଭୋର ପ୍ରାୟ ସାଢ଼େ ୪ଟା ୪୪ ମିନିଟ୍ ହେବ। ୩ ନମ୍ୱର ୱାର୍ଡର ବାରଙ୍ଗ-ବାଙ୍କୀ ଜାତୀୟ ରାଜପଥର ଷଣ୍ଢପୁର ବଜାରରେ ଗୋଟିଏ ପିକ୍ଅପ୍ ଅଟକିଥିଲା। ଜଣେ ଯୁବକ ପିକ୍ଅପ୍ ଡାଲାରୁ ଓହ୍ଲାଇ ରାସ୍ତା ପାର୍ଶ୍ୱରେ ଶୋଇଥିବା ଗୋଟିଏ ଗାଈର ଶିଙ୍ଗକୁ ମାଡ଼ି ବସିଥିଲେ।
Crime
ବରିଷ୍ଠ ସାମ୍ବାଦିକ ଗିରଫ, ମିଳିଲା ନଗଦ ୨୦ ଲକ୍ଷ ଟଙ୍କା
କ୍ରାଇମବ୍ରାଞ୍ଚ ପକ୍ଷରୁ ଅହମଦାବାଦ, ଜୁନାଗଡ଼, ସୁରତ, ଖେଡା ଓ ଭାବନଗରର ୧୪ଟି ସ୍ଥାନରେ ରେଡ୍ କରିବା ପରେ ସାମ୍ବାଦିକ ମହେଶଙ୍କୁ ବାନ୍ଧିଛି।
Crime
ଦଳିତ କାହିଁକି ଚେୟାରରେ ବସିବ କହି ତଣ୍ଟିଆ ମାରି କାଢିଦେଲେ, ଅପମାନରେ ହାରିଦେଲେ ଜୀବନ
ଲୋକଙ୍କୁ କାନ୍ଦି କାନ୍ଦି ମୋର ଭୁଲ୍ କଣ କଣ କହିଥିଲେ ବି କେହି ନ ଶୁଣିନଥିଲେ। ଫଳେ ଅପମାନରେ ଜୀବନ ହାରି ଦେଇଥିବା ଅଭିଯୋଗ।
Crime
ପ୍ରେମ ପାଇଁ ପରିବାରର ୧୩ ଜଣଙ୍କୁ ବିଷ ଦେଇ ହତ୍ୟା
ପରିବାର ଲୋକ ପ୍ରେମିକ ସହ ବାହା ଦେବାକୁ ରାଜି ନହେବାରୁ ୧୩ ଜଣଙ୍କୁ ମାରିଦେଲେ ଯୁବତୀ।
Crime
ରାସ୍ତା ଉପରେ ପଡ଼ିଛି ଅର୍ଦ୍ଧଦଗ୍ଧ କଟାମୁଣ୍ଡ
ଆଜି ସକାଳେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଅର୍ଦ୍ଧଦଗ୍ଧ କଟାମୁଣ୍ଡ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।