ଜିରୋ ନାଇଟ ସେଲିବ୍ରେଶନ ବେଳେ ବୁଲିଲା ଖଣ୍ଡା। ଉନ୍ମତ୍ତ କାଣ୍ଡ ଘଟାଇଲେ ଦୁଇ ଯୁବକ । ଏଥିରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଏପରି ଏକ ଅଘଟଣ ଗତ ରାତିରେ ବଲାଙ୍ଗିର ସହର ତୁଳସୀନଗର ପଡାରେ ଘଟିଛି।
ଗତ ରାତିରେ ତୁଳସୀନାଗାର ପଡାରେ ଛୋଟ ଛୋଟ ଛୁଆଙ୍କ ସହିତ କିଛି ଯୁବକ ଜିରୋନାଇଟ ସେଲିବ୍ରେଶନ କରୁଥିଲେ । ଏହି ସମୟରେ ଦୁଇଜଣ ଯୁବକ ବାଇକରେ ଆସି ଉକ୍ତ ସ୍ଥାନରେ ଦ୍ରୁତ ଗତିରେ ବାରମ୍ବାର ବାଇକ ବୁଲାଇଲେ। ସ୍ଥାନୀୟ ଯୁବକ ଏହାକୁ ବାରଣ କରିବାରୁ ଉକ୍ତ ଦୁଇ ଯୁବକ ଖଣ୍ଡା ଧରି ସେମାନଙକୁ ଆକ୍ରମଣ କରିଥିଲେ ।
ଏହି ଆକ୍ରମଣରେ ତୁଳସୀନଗରପଡା ଅଞ୍ଚଳର ମଧୁସୂଦନ ବଗର୍ତି ଏବଂ ଅଗ୍ନି କୁମାର ବିଶି ଗୁରୁତର ହୋଇଛନ୍ତି। ମଧୁସୂଦନଙ୍କ ହାତରେ ଏବଂ ଅଗ୍ନିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଆକ୍ରମଣକାରୀଙ୍କ ଭିତରେ ଜଣଙ୍କର ନାଁ ବବଲୁ ଷାଣ୍ଢ ବୋଲି ଜଣାପଡିଛି । ଅନ୍ୟଜଣଙ୍କର ପରିଚୟ ମିଳି ପାରିନି। ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଟାଉନ ପୁଲିସ ତଦନ୍ତ ଜାରୀ ରଖିଛି ।
Also Read
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୬ ବର୍ଷର ଝିଅକୁ ଦୁଷ୍କର୍ମ; ଧରା ପଡ଼ିଯିବା ଭୟରେ ତଣ୍ଟି ଚିପି ମାରିଦେଲା ପଡ଼ୋଶୀ
ଚକୋଲେଟ ଦେବା ବାହାନାରେ ଶିଶୁକୁ ଘରକୁ ଡାକିନେଇ ଦୁଷ୍କର୍ମ କଲା। ଖସି ପଳାଉଥିବାବେଳେ ଏନକାଉଣ୍ଟର କରି ଗିରଫ କରିଛି ପୁଲିସ।
Crime
ଏନକାଉଣ୍ଟରରେ ୩ ନକ୍ସଲ ନିହତ
ଆଜି ସକାଳେ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ସହିତ ସୁରକ୍ଷାକର୍ମୀଙ୍କର ମୁହାଁମୁହିଁ ହୋଇଥିଲା।
Crime
ବିଚ୍ ରାସ୍ତାରେ ମାରପିଟ ହେଉଥିଲେ ୪ ପୁଲିସ୍, ନିଲମ୍ବନ କଲେ ଏସ୍ପି
ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଜିଲ୍ଲାର ୪ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହେଲେ । ନୟାଗଡ ଏସପି ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି।
Crime
ବସ୍ତିରେ ପଶିଲା ପୁଲିସ୍; ୧୧୪ ପୁଡିଆ ବ୍ରାଉନ ସୁଗର ସହ ୪୦ କେଜି ଗଞ୍ଜେଇ ଜବତ
ମୀନାପଡା ସହ ଆଖପାଖ ଅଞ୍ଚଳରେ ଗଂଜେଇ ଓ ବ୍ରାଉନସୁଗାର କାରବାର ଚାଲିଥିବା ନେଇ ପୁଲିସ୍ ବହୁ ପୂର୍ବରୁ ସୂଚନା ପାଇଥିଲା। ପୂର୍ବ ଯୋଜନା ମୁତାବକ ଆଜି ସକାଳ ପ୍ରାୟ ସାଢେ ୫ବେଳେ ସଶସ୍ତ୍ର ପୋଲିସ୍ ଫୋର୍ସ ଚଢ଼ାଉ ଆରମ୍ଭ କରିଥିଲେ ।
Crime
ଫାଇନାନ୍ସ ଅଫିସ୍ରେ ପଶିଲେ ଦୁର୍ବୃତ୍ତ; ୩୦ କେଜି ସୁନା ସାଙ୍ଗକୁ ଲୁଟିନେଲେ ୩ ଲକ୍ଷ
ଦିବାଲୋକରେ ଅଫିସରେ ପଶିଲେ । କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ନିସ୍ତୁକ ପିଟିଲେ। ଏହାପରେ ପ୍ରାୟ ୩୦ କେଜି ସୁନା ସାଙ୍ଗକୁ ପ୍ରାୟ ୩ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ।