କଳା ଟଙ୍କାରେ ବିଦେଶ ବୁଲୁଥିଲେ, ଏବେ କରିବେ କଣ..? | Odisha Reporter
Advertisment
ଶିକ୍ଷକତା କରୁଥିଲେ । ହେଲେ କୋଟିପତି ହେବାର ସ୍ୱପ୍ନ ଆଗରେ ସତେ ଯେମିତି ସବୁକିଛିକୁ ଭୁଲି ଯାଇଥିଲେ । ଚାକିରି ଆଶାୟୀଙ୍କୁ ପରୀକ୍ଷାରେ ପାସ୍ କରାଇ ଆଦାୟ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା। ଆଉ ସେହି ଟଙ୍କାରେ ବିମାନରେ ବସି ଦେଶ ବିଦେଶ ବୁଲୁଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us