Advertisment

ଧଳା ଜହର ବିକୁଥିଲେ ପାଠ ପଢୁଆ ଝିଅ

ଶୁକ୍ରବାର କମିଶନରେଟ ପୁଲିସ୍‌ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦେଖନ୍ତୁ ପୂରା ରିପୋର୍ଟ।

author-image
Manoj Swain

ଉଚ୍ଚ ଶିକ୍ଷିତ ଓ ପ୍ରାଇଭେଟ୍‌ କମ୍ପାନୀରେ ଚାକିରି କରୁଥିଲେ। ହେଲେ ପେଶା ସେମାନଙ୍କର ଥିଲା ଧଳାଜହର କାରବାର। ରାଜଧାନୀରେ ଘର ଭଡ଼ା ନେଇ ଦୀର୍ଘଦିନ ଧରି ଏହି ବେପାର ଚଳାଇଥିଲେ ଦୁଇ ଯୁବତୀ। ହେଲେ କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ ପଡ଼ିଗଲେ। ଶୁକ୍ରବାର କମିଶନରେଟ ପୁଲିସ୍‌ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Drugs Smuggling Bhubaneswar Odisha