ଜଘନ୍ୟ ହତ୍ୟାକାଣ୍ଡ; ଚଳନ୍ତା ବାଇକରୁ ଘୋଷାଡ଼ି ନେଇ ଛାତିରେ ଛୁରୀ ଭୁଷି ମାରିଦେଲେ

ସର୍ବସମ୍ମୁଖରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ।

Karan

କରଣ

Debibandita Barick
  • Published: Saturday, 07 September 2024
  • Updated: 07 September 2024, 05:17 PM IST

Sports

Latest News

ପଞ୍ଜାବ ପଟିଆଲାର ଏକ ବ୍ୟସ୍ତବହୁଳ ବଜାରରେ ସର୍ବସମ୍ମୁଖରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଚଳନ୍ତା ବାଇକରେ କିଛି ବାଟ ଘୋଷାଡି ନେବା ପରେ ଛାତିରେ ଛୁରୀ ଭୁଶି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟାକାଣ୍ଡର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।  

ସିସିଟିଭି ଫୁଟେଜରେ ଦେଖା ଯାଉଛି ଯେ, ମୃତ କରଣ ଏକ ବାଇକରେ ଯାଉଛନ୍ତି। ଏହି ସମୟରେ ତିନି ଜଣ ଯୁବକ ଅନ୍ୟ ଏକ ବାଇକରେ ଆସି ତାଙ୍କୁ ଘୋଷାଡ଼ି ନେଇ ତଳେ ପକାଇ ଦେଉଛନ୍ତି। ଏହାପରେ ସେମାନେ ବାଇକରୁ ଓହ୍ଲାଇ କରଣଙ୍କୁ ଆକ୍ରମଣ କରୁଛନ୍ତି।

Also Read

ଏତିକିରେ ମନ ବୁଝିନଥିଲା ଯେ, କରଣଙ୍କ ଛାତିକୁ ବାରମ୍ବାର ଧାରୁଆ ଛୁରୀରେ ଆକ୍ରମଣ କରି ଫେରାର୍ ହୋଇ ଯାଇଥିଲେ। କିଛି ଲୋକ କରଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କ ଜୀବନ ଚାଲିଯାଇଛି। ଅତ୍ୟଧିକ ରକ୍ତସ୍ରାବ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।  

ପୁଲିସ କହିଛି ଯେ, କରଣ ବାବୁ ସିଂ କଲୋନୀରେ ଥିବା ତାଙ୍କ ଘରକୁ ଯିବା ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତଙ୍କ ପରିଚୟ ମିଳିଛି। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବା ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିଲେ ମଧ୍ୟ ବ୍ୟକ୍ତିଗତ ଶତ୍ରୁତା କାରଣରୁ ହୋଇ ଥାିପାରେ ବୋଲି ପୁଲିସ କହିଛି।  

CCTV Footage ହତ୍ୟାକାଣ୍ଡ ସମୟର ସିସିଟିଭି ଦୃଶ୍ୟ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story