ଶିମିଳିପାଳ: ଚଢାଉ ବେଳେ ୨୩ଟି ଦେଶୀ ବନ୍ଧୁକ ଜବତ

ପୁର୍ବ ରୁ ପୁଲିସ ଶିମିଳିପାଳ ଅଭୟାରଣ୍ୟ ରେ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ବନ୍ଧୁକ ଜବତ କରିଥିଲା। ଏବେ ପୁଣି ୨୩ ଟି ଦେଶୀ ବନ୍ଧୁକ ଜବତ ହୋଇଛି।

Baripada PhotoOR

ଜବତ ଦେଶି ବନ୍ଧୁକ

Biswajit Samal
  • Published: Friday, 19 January 2024
  • Updated: 19 January 2024, 08:02 PM IST

Sports

Latest News

ଶିମିଳିପାଳ ପାଦଦେଶରେ ଥିବା ବିଭିନ୍ନ ଗାଁ ଗୁଡ଼ିକରୁ ୨୩ଟି ଦେଶୀ ବନ୍ଧୁକ ଜବତ କରିଛି ମୟୁରଭଞ୍ଜ ପୁଲିସ। ଶିମିଳିପାଳ ଅଭୟାରଣ୍ୟରେ ଲଗାତାର ଶିକାର ହେଉଥିବା ଅଭିଯୋଗ ହେବା ପରେ ପୁଲିସ୍ ତତ୍ପରତା ପ୍ରକାଶ କରି ଏହି ଚଢ଼ାଉ କରିଥିଲେ।

ଗତ ଦୁଇ ମାସ ଭିତରେ ଶିମିଳିପାଳ ଅଭୟାରଣ୍ୟର ଆଖ ପାଖରେ ଥିବା ୮ଟି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ବନ୍ଧୁକ ଜବତ କରିଥିବା ପୁଲିସ କହିଛି। ତେବେ ଶିମିଳିପାଳ ଅଭୟାରଣ୍ୟକୁ ବନ୍ଧୁକ ମୁକ୍ତ କରିବା ଉଦ୍ଦେଶ୍ୟରେ ଚାଲିଥିବା ସ୍ପେଶାଲ ଡ୍ରାଇଭ୍‌କୁ ଆଗକୁ ଚାଲୁ ରଖାଯିବ ବୋଲି କହିଛନ୍ତି ମୟୁରଭଞ୍ଜ ଏସପି। ତେବେ ଏହି ଘଟଣାରେ କାହାରିକୁ ଗିରଫ କରା ଯାଇନଥିବା ବେଳେ ଶିକାରୀମାନେ ଏହି ବନ୍ଧୁକକୁ ଜଙ୍ଗଲରେ ଲୁଚାଇ ରଖିଥିବା ବେଳେ ପୁଲିସ ଏହାକୁ ଜବତ କରିଛି।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story