ସେ ଝିଅ ପାଇଁ ନିଜକୁ ଦୋଷୀ କରି ଡେଇଁ ପଡିଲା ମୋ ପୁଅ | 23-Year-Old Jumps from 8th Floor After Love Failure
Advertisment
ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବ ଇଞ୍ଜିନିୟର। ୮ ମହଲାରୁ ଡେଇଁ ଜୀବନ ହାରିଛନ୍ତି ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସ ଆପାର୍ଟ ମେଣ୍ଟରେ ରହୁଥିବା ରୋନିତ ଜେନା । ରୋନିତଙ୍କ ବୟସ ୨୩ । ତେବେ ଏହାକୁ ନେଇ ପରିବାର ଲୋକ କଣ କହିଛନ୍ତି ଶୁଣନ୍ତୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us