Advertisment

ଦୀପିକାଙ୍କୁ କଲ୍ କରି ଅଫର ଦେବାକୁ କହିଛି କିଏ ?

ଦୀପିକାଙ୍କୁ ଧାରଣାରୁ ହଟିବା ପାଇଁ ଫୋନ କରି ଦିଆଯାଇଛି ୨୫ ଲକ୍ଷ ଟଙ୍କାର ଅଫର । ହେଲେ ଏହି ଡ଼ିଲକୁ ସିଧାସିଧା ମନା କରିଦେଇଛନ୍ତି ଦୀପିକା !

author-image
Manoj Swain

ଦୀପିକାଙ୍କୁ ଧାରଣାରୁ ହଟିବା ପାଇଁ ଫୋନ କରି ଦିଆଯାଇଛି ୨୫ ଲକ୍ଷ ଟଙ୍କାର ଅଫର । ହେଲେ ଏହି ଡ଼ିଲକୁ ସିଧାସିଧା ମନା କରିଦେଇଛନ୍ତି ଦୀପିକା । ଆଉ କହିଛନ୍ତି ତାଙ୍କୁ ଟଙ୍କା କି ଘର ଦରକାର ନାହିଁ, ତାଙ୍କୁ ତାଙ୍କର ସ୍ୱାମୀ ଦିନେଶ ଲୋଡା ଓ ପିଲାକୁ ବାପାର ହକ ଲୋଡ଼ା । ହେଲେ ଏଠି ପ୍ରଶ୍ନ ମଧ୍ୟସ୍ଥ ଜଣଙ୍କ କିଏ ? ଦୀପିକାଙ୍କୁ କଲ୍ କରି ଅଫର ଦେବାକୁ କହିଛି କିଏ ?

Advertisment
Odisha Berhampur