ଦୀପିକାଙ୍କୁ କଲ୍ କରି ଅଫର ଦେବାକୁ କହିଛି କିଏ ? | Deepika Was Offered Rs. 25 Lakhs To Compromise
Advertisment
ଦୀପିକାଙ୍କୁ ଧାରଣାରୁ ହଟିବା ପାଇଁ ଫୋନ କରି ଦିଆଯାଇଛି ୨୫ ଲକ୍ଷ ଟଙ୍କାର ଅଫର । ହେଲେ ଏହି ଡ଼ିଲକୁ ସିଧାସିଧା ମନା କରିଦେଇଛନ୍ତି ଦୀପିକା । ଆଉ କହିଛନ୍ତି ତାଙ୍କୁ ଟଙ୍କା କି ଘର ଦରକାର ନାହିଁ, ତାଙ୍କୁ ତାଙ୍କର ସ୍ୱାମୀ ଦିନେଶ ଲୋଡା ଓ ପିଲାକୁ ବାପାର ହକ ଲୋଡ଼ା । ହେଲେ ଏଠି ପ୍ରଶ୍ନ ମଧ୍ୟସ୍ଥ ଜଣଙ୍କ କିଏ ? ଦୀପିକାଙ୍କୁ କଲ୍ କରି ଅଫର ଦେବାକୁ କହିଛି କିଏ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us