ବନ୍ଧୁକ ମୁନରେ ୨୦୨୧ ମସିହାରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଆଉ ଏକ ନିଷ୍ଠୁର କାର୍ଯ୍ୟ ସାମ୍ନାକୁ ଆସିଛି। ଦାଢ଼ି ନ ବଢ଼ାଇବାରୁ ତାଲିବାନର ପାପ-ପୁଣ୍ୟ ମନ୍ତ୍ରଣାଳୟ ୨୮୧ ଜଣ ସୁରକ୍ଷାକର୍ମୀଙ୍କୁ ଚାକିରିରୁ ବିଦା କରି ଦେଇଛି। ଏମାନେ ବିନା ଦାଢ଼ିରେ କାର୍ଯ୍ୟ କରୁଥିଲେ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୬୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସହକାରୀ ଆରଆଇ, ପ୍ରଥମ କିସ୍ତିରେ ୨୦ ହଜାର ନେଲା ବେଳେ ଧରାପଡ଼ିଲେ
ଏହି ସହକାରୀ ଆରଆଇ ଜଣଙ୍କ ଆରଆଇ ଦାୟିତ୍ୱରେ ଥିବା ବେଳେ ଜଣେ ବ୍ୟକ୍ତିଙ୍କ କାମ କରି ଦେବାକୁ ୬୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
Crime
ମା’ କିଚକେଶ୍ୱରୀ ମନ୍ଦିରରେ କଳାକନା ବୁଲାଇଦେଲେ ଲୁଟେରା
ପୂର୍ବରୁ ମା' କିଚକେଶ୍ୱରୀ ମନ୍ଦିରରେ ତିନି ତିନି ଥର ଚୋରି ଉଦ୍ୟମ କରିଥିଲେ ଦୁର୍ବୁତ୍ତ । ମାତ୍ର ଗତ ରାତିରେ ସେମାନେ ଚୋରି କରି ପାର୍ ହୋଇଯାଇଛନ୍ତି ।
Crime
ଡ୍ରାଇଭରଙ୍କୁ ହେଲା ଛୁରା ମାଡ଼, ଅବସ୍ଥା ଗୁରୁତର
ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଜଣେ ଘରୋଇ ବସ୍ ଡ୍ରାଇଭରଙ୍କୁ ହୋଇଛି ଛୁରାମାଡ଼ । ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି।
Crime
ଚିଫ୍ ଇଞ୍ଜିନିୟର ଠୁଳ କରିଛନ୍ତି ପୁଳା ପୁଳା ପ୍ଳଟ, ଭିଜିଲାନ୍ସ ରେଡ୍ ବେଳେ ଫିଟିଲା ଗୁମର
ପ୍ଲଟ ଓ ଫ୍ଲାଟ ବ୍ୟତୀତ ତାଙ୍କର ୮୨ ଲକ୍ଷ ୮୦ ହଜାର ୫୮ ଟଙ୍କାର ବ୍ୟାଙ୍କ ଜମା ଅଛି।