Advertisment

ଦାଢ଼ି ନ ବଢ଼ାଇବାରୁ ଚାକିରି ହରାଇଲେ ୨୮୧ କର୍ମଚାରୀ

ବନ୍ଧୁକ ମୁନରେ ୨୦୨୧ ମସିହାରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଆଉ ଏକ ନିଷ୍ଠୁର କାର୍ଯ୍ୟ ସାମ୍ନାକୁ ଆସିଛି।

Advertisment

ବନ୍ଧୁକ ମୁନରେ ୨୦୨୧ ମସିହାରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଆଉ ଏକ ନିଷ୍ଠୁର କାର୍ଯ୍ୟ ସାମ୍ନାକୁ ଆସିଛି। ଦାଢ଼ି ନ ବଢ଼ାଇବାରୁ ତାଲିବାନର ପାପ-ପୁଣ୍ୟ ମନ୍ତ୍ରଣାଳୟ ୨୮୧ ଜଣ ସୁରକ୍ଷାକର୍ମୀଙ୍କୁ ଚାକିରିରୁ ବିଦା କରି ଦେଇଛି। ଏମାନେ ବିନା ଦାଢ଼ିରେ କାର୍ଯ୍ୟ କରୁଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Taliban Afganistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe