Advertisment

ଆକ୍ସନ ମୁଡରେ ମୋହନ ସରକାର, କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୁଲିସ ନିଲମ୍ବିତ

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଲିସ ବିଭାଗର ସମୀକ୍ଷା କରି ଶୃଙ୍ଖଳିତ ଆଉ ଲୋକଙ୍କ ସେବାକୁ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଆକ୍ସନ ମୁଡରେ ମୋହନ ସରକାର । କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗ ହେବା ପରେ ୩ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି ନୟାଗଡ଼ ଏସ୍‌ପି ରାହୁଲ ଜୈନ। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଲିସ ବିଭାଗର ସମୀକ୍ଷା କରି ଶୃଙ୍ଖଳିତ ଆଉ ଲୋକଙ୍କ ସେବାକୁ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ପାଳନ କରିବାକୁ ବେଶ୍ ତତ୍ପର ଓଡ଼ିଶା ପୁଲିସ। ଏହି କ୍ରମରେ ନୟାଗଡ଼ରୁ ଆସିଛି ପୁଲିସର ଆକ୍ସନ ମୋଡ୍ ଘଟଣା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Nayagarh Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe