ମହିଳାଙ୍କୁ ଘୋଷାଡି ବଦଳି ହେଲେ 3 ଖାକି ବାବୁ || Woman Beaten by Police In Chandabali || Odisha Reporter
Advertisment
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଗତ ୨୫ ତାରିଖ ସନ୍ଧ୍ୟାରେ ଜଣେ ଦଳିତ ମହିଳାଙ୍କୁ ପୁଲିସ ଘୋଷାଡି ନେବା ଘଟଣାରେ ଜଣେ କନେଷ୍ଟବଳ, ଜଣେ ASI ଏବଂ ଜଣେ ହୋମ ଗାର୍ଡଙ୍କୁ ବଦଳି କରା ଯାଇଛି। ଭଦ୍ରକ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଏସ୍ପି ବଦଳି କରିଥିବା ନେଇ ଚାନ୍ଦବାଲି SDPO ସୂଚନା ଦେଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us