ଓଡ଼ିଶା ମହୁଲର ବିହାରି ମାଲିକ | Odisha Reporter
ଓଡ଼ିଶା ମହୁଲରେ ପଡ଼େଶୀ ରାଜ୍ୟର ବ୍ୟବସାୟୀ ମାଲାମାଲ। ଓଡ଼ିଶାର ମହୁଲକୁ ଓଡିଆ ଲୋକଙ୍କୁ ବିକ୍ରି କରି ମାଲିକ ସାଜିଛନ୍ତି ବିହାରି ବାବୁ। ବଲାଙ୍ଗିରରେ ମଦ ବ୍ୟବସାୟୀଙ୍କ ଘରେ ଆଇ.ଟି ରେଡ୍ ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । କାରଣ ଅବିଭକ୍ତ ବିହାର, ଆଉ ଏବେକାର ଝାରଖଣ୍ଡ ରାଜ୍ୟର ମୂଳ ବାସିନ୍ଦା ଦୀପକ ସାହୁ ଓ ସଂଜୟ ସାହୁ ବଲାଙ୍ଗିରରେ ଚଳାଇଥିଲେ ଦେଶୀ ମଦର ସାମ୍ରାଜ୍ୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
