ଘର ଉତ୍ତରପ୍ରଦେଶରେ, ଖେଳ କରୁଥିଲେ ଓଡ଼ିଶାରେ!

ଦିବ୍ୟାଙ୍ଗ ଅଭିନୟ କରି ଭିକ୍ଷା ମାଗୁଥିବା ୪ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୁଲିସ।

4 Fake People PhotoOR

ପୁଲିସକୁ ଡେମୋ ଦେଖାଉଛନ୍ତି ଗିରଫ ୪ ଅଭିଯୁକ୍ତ

Biswajit Samal
  • Published: Wednesday, 21 February 2024
  • Updated: 21 February 2024, 06:42 PM IST

Sports

Latest News

ଦିବ୍ୟାଙ୍ଗ ଅଭିନୟ କରି ଭିକ୍ଷା ମାଗୁଥିବା ୪ ଦୁର୍ବୃତ୍ତଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ଥାନ ପୁଲିସ। ଗିରଫ ମାନେ ଉତ୍ତରପ୍ରଦେଶ ସୁଲତାନପୁର ଅଞ୍ଚଳର ଅଜୟ କୁମାର, ଅନୀଲ କୁମାର, ମେରୋ ଓ ଯଶୋବନ୍ତ କୁମାର ବୋଲି ଜଣା ବଡ଼ିଛି।

ସମସ୍ତେ କିଛି ବର୍ଷ ହେଲା ବ୍ରହ୍ମପୁର ମହାନଗରର ବିଭିନ୍ନ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିଲେ। ନିଜକୁ ଦିବ୍ୟାଙ୍ଗ ଭାବେ ଦେଖାଇ ଏକ ଆଶା ବାଡ଼ି ଧରି ବଙ୍କେଇ ଚାଲିବା ହେଉ ଅବା କିଏ ନିଜକୁ ମୁକ, ବଧିର ଭାବେ ଦେଖାଇ ସହରର ବିଭିନ୍ନ ସ୍ଥାନରେ ଭିକ୍ଷା ବୃତ୍ତି କରୁଥିଲେ। କମାପଲ୍ଲୀ ଛକରେ ଦୁଇ ଜଣ ଭିକ୍ଷା ମାଗିବା ବେଳେ ପୁଲିସର ସନ୍ଦେହ ହୋଇଥିଲାI ପୁଲିସ ପଚରାଉଚରା କରିବା ପରେ ସେମାନେ ସୁସ୍ଥ ବୋଲି ଜଣାପଡ଼ିଥିଲା।

Also Read

କେବଳ ଲୋକଙ୍କ ଠାରୁ ପଇସା ପାଇଁ ଏଭଳି ଭିକ ମାଗୁଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ। ଏହାପରେ ପୁଲିସ ଅଧିକ ତଦନ୍ତ କରିବା ବେଳେ ଟାଟା ବେଞ୍ଜ ଛକ ଠାରେ ଅନ୍ୟ ଦୁଇ ଜଣ ଏଭଳି ଭିକ୍ଷା ବୃତ୍ତି କରୁଥିବା ଜାଣିବା ପରେ ସେମାନଙ୍କୁ ଧରିଥିଲା ପୁଲିସ। ମୋଟ ୪ ଜଣ ଉତ୍ତର ପ୍ରଦେଶରୁ ଆସି ଜାତୀୟ ରାଜପଥ ୧୬ ନମ୍ବର କଡ଼େ ରହୁଥିବା ପୁଲିସ କହିଛି।

ଏ ସମସ୍ତଙ୍କ ନାଁରେ ଠକେଇ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି ପୁଲିସ। ଅଭିଯୁକ୍ତ ଆଗରୁ କେଉଁ ମାମଲା ସହ ସଂପୃକ୍ତ ସୋମାନଙ୍କ କ୍ରାଇମ ରେକର୍ଡ ତଦନ୍ତ କରାଯିବ ‍ବୋଲି ବ୍ରହ୍ମପୁର ଏସ୍ପି ସୂଚନାଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story