ଅଳଙ୍କାର ଲୁଟ୍ ଘଟଣା; CRPF ଯବାନଙ୍କ ସହ ୫ ଗିରଫ

ଏହି ଗ୍ୟାଙ୍ଗକୁ ଧରିବା ପରେ ଏହା ବିହାରର ଜଣେ CRPF ଯବାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଜାଣି ପୁଲିସ ଚକିତ ହୋଇଯାଇଥିଲା।

Accused Arrested

ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି

Manoj Swain
  • Published: Monday, 26 August 2024
  • Updated: 26 August 2024, 07:02 PM IST

ସୁନା ଦୋକାନରୁ ଲୁଟ୍ ଘଟଣାରେ ଜଣେ ସିଆରପିଏଫ୍ ଯବାନଙ୍କ ସହ ୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ପୁଲିସ । ସେମାନଙ୍କ ଠାରୁ ୨ କେଜି ରୁପା, ୧୫୦ ଗ୍ରାମ ସୁନା ସହ ନଗଦ ୫୮ ହଜାର ଟଙ୍କା ଜବତ କରାଯାଇଛି ।

ସୁନାମୋହି ଗ୍ରାମର ଶ୍ରୀରୁଦ୍ର ସାଇ ସୁନା ଦୋକାନରୁ ଲୁଟ ଘଟଣାରେ ପୁଲିସକୁ ମିଳିଛି ଏହି ସଫଳତା । ଏହି ମାମଲାର ତଦନ୍ତ ବେଳେ ଏଥିରେ ଏକ ଆନ୍ତଃରାଜ୍ୟ ଡକାୟତ ଦଳର ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା। ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ମହାରାଷ୍ଟ୍ର ଅଞ୍ଚଳକୁ ଯାଇଥିଲା । ତେବେ ଏହି ଗ୍ୟାଙ୍ଗକୁ ଧରିବା ପରେ ଏହା ବିହାରର ଜଣେ CRPF ଯବାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଜାଣି ପୁଲିସ ଚକିତ ହୋଇଯାଇଥିଲା। ଏହି ମାମଲାରେ ୮ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ଆଉ ୩ ଜଣଙ୍କୁ ଗିରଫ କରାଯାଇପାରିନାହିଁ।

Also Read

ସୂଚନାଯୋଗ୍ୟ, ଗତ ଜୁଲାଇ ୧୩ ତାରିଖ ସଂଧ୍ୟାରେ ଶ୍ରୀରୁଦ୍ର ସାଇ ସୁନା ଦୋକାନ ମାଲିକଙ୍କୁ ବନ୍ଧୁକ ଦେଖାଇ ୩ ଜେକି ସୁନା ଓ ୮ କେଜି ରୁପା ଅଳଙ୍କାର ସହିତ ନଗଦ ୨ ଲକ୍ଷ ଟଙ୍କା ଲୁଟ ନେଇଥିଲେ ଗିରଫ ଅଭିଯୁକ୍ତମାନେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story