/odisha-reporter/media/post_attachments/uploadimage/library/16_9/16_9_0/IMAGE_1715047496.jpg)
police checking
ଚେକିଂ ବେଳେ କାର ଭିତରୁ ମିଳିଲା ୫ ଲକ୍ଷ ଟଙ୍କା। ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରୁ ଏହି ଟଙ୍କା ଜବତ କରିଛି। ପୁଲିସ ଏହି ଟଙ୍କାକୁ ଫ୍ଲାଇଂ ସ୍କ୍ବାଡକୁ ହସ୍ତାନ୍ତର କରିଛି।
Advertisment
ନିର୍ବାଚନ ପାଇଁ ଚାରିଆଡେ କଢ଼ାକଢ଼ି ଭାବେ ଚେକିଂ ଚାଲିଛି। ଗତକାଲି ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରେ ଚେକି ଚାଲିଥିବା ବେଳେ ପୁଲିସ ଏକ କାର୍ରୁ ୫ ଲକ୍ଷ ଟଙ୍କା ଜବତ କରିଥିଲା।
ତେବେ କାରଟି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେଥିରେ ଏତେ ଟଙ୍କା କାହିଁକି ନିଆଯାଉଥିଲା, ସେନେଇ କାର୍ ଥିବା ଚାଳକ ସନ୍ତୋଜନକ ଉତ୍ତର ଦେଇ ପାରି ନଥିଲେ।ପରେ ପୁଲିସର ସନ୍ଦେହ ବଢ଼ିଥିଲା। ପୁଲିସ ଟଙ୍କାକୁ ଜବତ କରି ଫ୍ଲାଇଂ ସ୍କ୍ବାଡକୁ ହସ୍ତାନ୍ତର କରିବା ସହ ନାଘନା ଚଳାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
